ବ୍ରହ୍ମପୁର: ୫ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିଗମ ନଗର ଷଷ୍ଠ ଲାଇନରେ ରହୁଥିବା ଆଇନଜୀବୀ ସତ୍ୟବ୍ରତ ସାହୁଙ୍କ ଘରେ ଡ଼କାୟତି କରିବା ଅଭିଯୋଗରେ ପୋଲିସ ୫ଜଣ ଡ଼କାୟତଙ୍କୁ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ସାହୁ ଏବଂ ତା’ର ୪ ସହଯୋଗୀ। ପୋଲିସ ସେମାନଙ୍କ ନିକଟରୁ ଚୋରି ଯାଇଥିବା ସୁନା ଚେନ୍ ସମେତ ଦୁଇଟି ଛୁରି ଓ ଗୋଟିଏ ଖେଳନା ପିସ୍ତଲ ଜବତ କରିଛି। ବ୍ରହ୍ମପୁର ଏସ୍‌ଡିପିଓ ଶାନ୍ତନୁ ଦାସ କହିଛନ୍ତି, “୨୦୧୪ […]

bramhapur

bramhapur

Rakesh Mallick
  • Published: Sunday, 03 July 2016
  • Updated: 04 July 2016, 09:09 AM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିଗମ ନଗର ଷଷ୍ଠ ଲାଇନରେ ରହୁଥିବା ଆଇନଜୀବୀ ସତ୍ୟବ୍ରତ ସାହୁଙ୍କ ଘରେ ଡ଼କାୟତି କରିବା ଅଭିଯୋଗରେ ପୋଲିସ ୫ଜଣ ଡ଼କାୟତଙ୍କୁ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ସାହୁ ଏବଂ ତା’ର ୪ ସହଯୋଗୀ। ପୋଲିସ ସେମାନଙ୍କ ନିକଟରୁ ଚୋରି ଯାଇଥିବା ସୁନା ଚେନ୍ ସମେତ ଦୁଇଟି ଛୁରି ଓ ଗୋଟିଏ ଖେଳନା ପିସ୍ତଲ ଜବତ କରିଛି।

ବ୍ରହ୍ମପୁର ଏସ୍‌ଡିପିଓ ଶାନ୍ତନୁ ଦାସ କହିଛନ୍ତି, “୨୦୧୪ ଜୁନ୍‌ ୨୪ ତାରିଖରେ ବ୍ରହ୍ମପୁର ରାମନଗର ଅଞ୍ଚଳର ପଡ଼ିଶା ଘରେ ରହୁଥିବା ଜଣେ ମହିଳାଙ୍କୁ ହତ୍ୟା କରି ଅଳଙ୍କ।ର ଲୁଟି ଥିବା ଆଦିତ୍ୟ ସାହୁ ନିଜ ଗ୍ୟାଙ୍ଗ୍ ଧରି ଏସବୁ କରିଥିବା ଜଣାପଡ଼ିଛି। ସେତେବେଳେ ସେ ନାବାଳକ ଥିବାରୁ ସୁଧାର ଗୃହରେ ରହିବା ସହ ନିଜ ବାପା ମାଆଙ୍କ ହେପାଜତରେ ରହୁଥିଲା। ଏବେ ସାବାଳକ ହୋଇ ନିଜ ଟିମ୍ ଗଠନ କରି ଅପରାଧିକ କାର୍ଯ୍ୟକଳାପ ଚଳାଇଛି। ସେ ତା’ର ଗ୍ୟାଙ୍କ ସହ ଆଇନଜୀବୀଙ୍କ ଅନୁପସ୍ଥିତରେ ଥିବା ସମୟରେ କେବୁଲ୍ କାମ କରିବାକୁ ଆସିଛି କହି ଘର ଭିତରେ ପଶିଥିଲା। ଆଇନଜୀବୀଙ୍କ ସ୍ତ୍ରୀଙ୍କ ବେକରୁ ସୁନା ହାର କାଟି ନେଇଥିଲା। ମହିଳାଙ୍କ ପାଟି ଶୁଣି ପଡ଼ିଶା ଘର ଲୋକେ ଆସି ତାକୁ କାବୁ କରିଥିଲେ ଓ ଫେରାର୍ ଥିବା ଅନ୍ୟମାନଙ୍କୁ ଗିରଫ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story