ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କରଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଗୋଳନ୍ଥରା ଥାନା ପୋଲିସ୍ ୪ ଦିନିଆ ରିମାଣ୍ଡରେ ନେଇଛି। ଅଧିକ ପଚରାଉଚରା ପାଇଁ ପୋଲିସ୍ ତାଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ତେବେ ଗତକାଲି ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲା। ଶିବଶଙ୍କରଙ୍କ ନାଁରେ ବୋମାମାଡ଼, ଦାଦାବଟି ଆଦାୟ, ଜମି ହଡ଼ପ, ଧମକଚମକ ଓ ହତ୍ୟା ଉଦ୍ୟମ ପରି ୨୦ରୁ ଅଧିକ ମାମଲା ରହିଛି। […]

shibashankara-dash

shibashankara-dash

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 04:34 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଗୋଳନ୍ଥରା ଥାନା ପୋଲିସ୍ ୪ ଦିନିଆ ରିମାଣ୍ଡରେ ନେଇଛି। ଅଧିକ ପଚରାଉଚରା ପାଇଁ ପୋଲିସ୍ ତାଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ତେବେ ଗତକାଲି ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲା।

ଶିବଶଙ୍କରଙ୍କ ନାଁରେ ବୋମାମାଡ଼, ଦାଦାବଟି ଆଦାୟ, ଜମି ହଡ଼ପ, ଧମକଚମକ ଓ ହତ୍ୟା ଉଦ୍ୟମ ପରି ୨୦ରୁ ଅଧିକ ମାମଲା ରହିଛି। ବ୍ରହ୍ମପୁର ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ଗତ ୭ ତାରିଖରେ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story