ବହ୍ମପୁର: ଦାଦାଖୁଡ଼ିଙ୍କୁ ହତ୍ୟା ଅଭିଯୋଗରେ ପୁତୁରା ଅଟକ

ବହ୍ମପୁର: ସମ୍ପତ୍ତି ଲୋଭରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ସିନ୍ଦିଖାଲିରେ ଜଣେ ଯୁବକ ନିଜ ଦାଦା ଓ ଖୁଡ଼ିଙ୍କୁ ଶନିବାର ବିଳମ୍ବିତ ରାତିରେ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦୁଇଜଣ ହେଲେ କୃଷ୍ଣ ପ୍ରଧାନ ଓ ଦମୟନ୍ତୀ ପ୍ରଧାନ। ପୁତୁରା ତପନ ପ୍ରଧାନ ତାଙ୍କ ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା  ଅଭିଯୋଗ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି।  ଏକ କଟୁରୀ  ମଧ୍ୟ […]

dabl

dabl

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 04:11 AM IST

Sports

Latest News

ବହ୍ମପୁର: ସମ୍ପତ୍ତି ଲୋଭରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ସିନ୍ଦିଖାଲିରେ ଜଣେ ଯୁବକ ନିଜ ଦାଦା ଓ ଖୁଡ଼ିଙ୍କୁ ଶନିବାର ବିଳମ୍ବିତ ରାତିରେ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦୁଇଜଣ ହେଲେ କୃଷ୍ଣ ପ୍ରଧାନ ଓ ଦମୟନ୍ତୀ ପ୍ରଧାନ। ପୁତୁରା ତପନ ପ୍ରଧାନ ତାଙ୍କ ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା  ଅଭିଯୋଗ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି।  ଏକ କଟୁରୀ  ମଧ୍ୟ ଜବତ କରାଯାଇଛି।

ବ୍ରହ୍ମପୁର ଏସପି କହିଛନ୍ତି,  ପୋଲିସ  ଘଟଣାର ତଦନ୍ତ କରୁଛି।  କୃଷ୍ଣ ପ୍ରଧାନ ଓ  ତାଙ୍କ ସ୍ତ୍ରୀଙ୍କୁ  ସମ୍ପତ୍ତି  ପାଇଁ ହତ୍ୟା କରାଯାଇ ଥାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos