ବସ୍‌ରେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ କଣ୍ଡକ୍ଟର ଓ ହେଲପର ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ବାଂଶଡାର ଚାନ୍ଦିନିପାଳରେ ବସ୍‌ ମଧ୍ୟରେ ଜଣେ ମହିଳା ଯାତ୍ରୀଙ୍କୁ କଣ୍ଡକ୍ଟର ଓ ହେଲପର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବ ସହ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉତ୍ତ୍ୟକ୍ତ ଲୋକଙ୍କଠାରୁ ଉଦ୍ଧାର କରି ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ବୁଧବାର ସନ୍ଧ୍ୟାରେ ମହିଳା ଜଣକ ନନ୍ଦପାଟଣାରେ ବାଲେଶ୍ୱରରୁ ଚାନ୍ଦିନିପାଳ ଆସୁଥିବା […]

bhadrak

bhadrak

Rakesh Mallick
  • Published: Friday, 08 July 2016
  • Updated: 08 July 2016, 05:04 PM IST

Sports

Latest News

ଭଦ୍ରକ: ଭଦ୍ରକ ଜିଲ୍ଲା ବାଂଶଡାର ଚାନ୍ଦିନିପାଳରେ ବସ୍‌ ମଧ୍ୟରେ ଜଣେ ମହିଳା ଯାତ୍ରୀଙ୍କୁ କଣ୍ଡକ୍ଟର ଓ ହେଲପର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବ ସହ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉତ୍ତ୍ୟକ୍ତ ଲୋକଙ୍କଠାରୁ ଉଦ୍ଧାର କରି ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ବୁଧବାର ସନ୍ଧ୍ୟାରେ ମହିଳା ଜଣକ ନନ୍ଦପାଟଣାରେ ବାଲେଶ୍ୱରରୁ ଚାନ୍ଦିନିପାଳ ଆସୁଥିବା ଘରୋଇ ବସ୍‌ରେ ଚଢ଼ିଥିଲେ। ଚାନ୍ଦିନିପାଳ ଷ୍ଟପେଜରେ ବସରୁ ସବୁ ଯାତ୍ରୀ ଓହ୍ଲାଇ ଯାଇଥିଲେ। ମହିଳାଙ୍କୁ ଦୋସିଙ୍ଗାରେ ଛାଡ଼ି ଦେବେ ବୋଲି କହି ସେମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିବା ସହ ତାଙ୍କ ସୁନା ଅଳଙ୍କାର ଲୁଟି ନେଇଥିଲେ। ଗୁରୁବାର ରାତିରେ ବସ୍‌ ଫେରିବା ବେଳେ ସ୍ଥାନୀୟ ଲୋକେ କଣ୍ଡକ୍ଟର ଓ ହେଲପରଙ୍କୁ ଅଟକ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story