ସି’ ସୋର ଚିଟଫଣ୍ଡ ଠକେଇ ମାମଲା: ପୁରୀରେ ସିବିଆଇ ଟିମର ତଦନ୍ତ

ପୁରୀ: ସି’ସୋର୍ ଚିଟଫଣ୍ଡ ଠକେଇ ମାମଲାରେ ପୁରୀରେ ସିବିଆଇର ଏକ ଟିମ୍ ପହଞ୍ଚି ତନାଘନା ଚଳାଇଛି। ସିବିଆଇ ଏସପି ରାଜୀବ ରଞ୍ଜନ ଏବଂ ଡିଏସପି ଏସ୍.କେ. ଅଲ୍ଲୀଙ୍କୁ ନେଇ ୩ ଜଣିଆ ଟିମ୍ ଆଜି ଟାଉନ୍ ଥାନାକୁ ଯାଇ ତଦନ୍ତ କରୁଛନ୍ତି। ଯୁଗଳ କିଶୋର ବେହେରା ନାମକ ଜଣେ ଜମାକାରୀ ସି’ସୋର ସିକ୍ୟୁରିଟିଜରେ ପ୍ରାୟ ୧୫ଲକ୍ଷ ଟଙ୍କ। ଲଗାଇ ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସିବିଆଇ ଖୋଳତାଡ଼ ଚଳାଇଛି। ଆଜି ଯୁଗଳଙ୍କ […]

puri

puri

Rakesh Mallick
  • Published: Saturday, 05 December 2015
  • Updated: 06 December 2015, 04:58 AM IST

Sports

Latest News

ପୁରୀ: ସି'ସୋର୍ ଚିଟଫଣ୍ଡ ଠକେଇ ମାମଲାରେ ପୁରୀରେ ସିବିଆଇର ଏକ ଟିମ୍ ପହଞ୍ଚି ତନାଘନା ଚଳାଇଛି। ସିବିଆଇ ଏସପି ରାଜୀବ ରଞ୍ଜନ ଏବଂ ଡିଏସପି ଏସ୍.କେ. ଅଲ୍ଲୀଙ୍କୁ ନେଇ ୩ ଜଣିଆ ଟିମ୍ ଆଜି ଟାଉନ୍ ଥାନାକୁ ଯାଇ ତଦନ୍ତ କରୁଛନ୍ତି।

ଯୁଗଳ କିଶୋର ବେହେରା ନାମକ ଜଣେ ଜମାକାରୀ ସି’ସୋର ସିକ୍ୟୁରିଟିଜରେ ପ୍ରାୟ ୧୫ଲକ୍ଷ ଟଙ୍କ। ଲଗାଇ ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସିବିଆଇ ଖୋଳତାଡ଼ ଚଳାଇଛି। ଆଜି ଯୁଗଳଙ୍କ ସମେତ ପ୍ରାୟ ୧୦ଜଣ ଜମାକାରୀଙ୍କ ବୟାନ ରେକର୍ଡ କରିଛି ସିବିଆଇ। ଓଡ଼ିଶା ଓ ରାଜ୍ୟ ବାହାରେ ସି’ସୋର କମ୍ପାନୀ ପ୍ରାୟ ୫୮୭ କୋଟି ଟଙ୍କ।ର ଠକେଇ କରିଥିବା ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଜଣାପଡିଥିବା ସିବିଆଇ ଏସପି ରାଜୀବ ରଞ୍ଜନ ସୂଚନା ଦେଇଛନ୍ତି। ପୁରୀରେ କେତେ ଟଙ୍କ। ଠକେଇ ହୋଇଛି ଓ କେତେ ଜମାକାରୀ ଠକେଇର ଶିକାର ହୋଇଛନ୍ତି ତାର ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story