କେନାଲ ନିକଟରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଗ୍ରାମର ତ୍ରିନାଥ ପାତ୍ରଙ୍କ କ୍ଷତବିକ୍ଷତ ମୃତ ଦେହ କେନାଲ ନିକଟରୁ ପୁଲିସ ଉଦ୍ଧାର କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍‌ ସନ୍ଦେହ କରୁଛି। ତ୍ରିନାଥ ଚାଷ କାମ ସହ କ୍ଷୀର ବ୍ୟବସାୟ କରନ୍ତି। ଆଜି ସକାଳେ ସେ ଗାଈ ଦୁଇଁବା ପରେ ବାହାରକୁ ଯାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।

b-murder

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 06:30 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଗ୍ରାମର ତ୍ରିନାଥ ପାତ୍ରଙ୍କ କ୍ଷତବିକ୍ଷତ ମୃତ ଦେହ କେନାଲ ନିକଟରୁ ପୁଲିସ ଉଦ୍ଧାର କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍‌ ସନ୍ଦେହ କରୁଛି।

ତ୍ରିନାଥ ଚାଷ କାମ ସହ କ୍ଷୀର ବ୍ୟବସାୟ କରନ୍ତି। ଆଜି ସକାଳେ ସେ ଗାଈ ଦୁଇଁବା ପରେ ବାହାରକୁ ଯାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।

Related story