ରାଜେଶଙ୍କ ନାଁରେ ସାନି ମାମଲା ରୁଜୁ କଲେ ଉପାସନା

ଭୁବନେଶ୍ୱର: କାଷ୍ଟିଂ କାଉଚ୍ ମାମଲାରେ ଫସି ଥିବା ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ଆଜି ସାନି ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ଉପାସନା ମହାନ୍ତି। ଗଣମାଧ୍ୟମରେ ରାଜେଶ ଓ ତାଙ୍କର କିଛି ଅନ୍ତରଙ୍ଗ କଥାବାର୍ତ୍ତାର ଦୃଶ୍ୟ ପ୍ରସାରିତ ହେବା ପରେ ସେ ଆଜି ପୁଣି ଏକ ମାମଲା ରୁଜୁ କରିଛନ୍ତି। ଉପାସନା ଅଭିଯୋଗ କରିଛନ୍ତି ଯେ ତାଙ୍କ ବିନା ଅନୁମତିରେ ରାଜେଶ ତାଙ୍କର ଭିଡିଓ ଉତ୍ତୋଳନ କରିଛନ୍ତି। ତାଙ୍କର ଏହି ଭିଡିଓଗୁଡ଼ିକୁ ରାଜେଶ ସୋସିଆଲ୍ ମିଡିଆରେ […]

upasana

upasana

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 04:32 PM IST

Sports

Latest News

upasanaଭୁବନେଶ୍ୱର: କାଷ୍ଟିଂ କାଉଚ୍ ମାମଲାରେ ଫସି ଥିବା ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ଆଜି ସାନି ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ଉପାସନା ମହାନ୍ତି। ଗଣମାଧ୍ୟମରେ ରାଜେଶ ଓ ତାଙ୍କର କିଛି ଅନ୍ତରଙ୍ଗ କଥାବାର୍ତ୍ତାର ଦୃଶ୍ୟ ପ୍ରସାରିତ ହେବା ପରେ ସେ ଆଜି ପୁଣି ଏକ ମାମଲା ରୁଜୁ କରିଛନ୍ତି।

ଉପାସନା ଅଭିଯୋଗ କରିଛନ୍ତି ଯେ ତାଙ୍କ ବିନା ଅନୁମତିରେ ରାଜେଶ ତାଙ୍କର ଭିଡିଓ ଉତ୍ତୋଳନ କରିଛନ୍ତି। ତାଙ୍କର ଏହି ଭିଡିଓଗୁଡ଼ିକୁ ରାଜେଶ ସୋସିଆଲ୍ ମିଡିଆରେ ମଧ୍ୟ ଛାଡ଼ିଛନ୍ତି। ଏଥିପାଇଁ ରାଜେଶଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ରାଜେଶଙ୍କ ବିରୁଦ୍ଧରେ ଉପାସନା କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଗତକାଲି ୧୬୧ ଧାରାରେ ରାଜେଶଙ୍କର ବୟାନ ରେକର୍ଡ କରାଯାଇଥିଲା। ଏହି ସମୟରେ ସେ ଉପାସନା ଓ ତାଙ୍କ ମଧ୍ୟରେ ଥିବା ସଂପର୍କକୁ ବୟାନ କରୁଥିବା କିଛି ବ୍ୟକ୍ତିଗତ ଭିଡିଓ, ସୋସିଆଲ୍‌ ସାଇଟ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟ୍‌ ଏବଂ ଫିଲ୍ମ ଅର୍ଥ ଦେଣନେଣ ସଂପର୍କିତ ପ୍ରମାଣକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ।

ଉପାସନା କାଷ୍ଟିଂ କାଉଚ ଅଭିଯୋଗ ଆଣିବା ପୂର୍ବରୁ ରାଜେଶ ତାଙ୍କ ବିରୁଦ୍ଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଉପାସନା ତାଙ୍କର ୩୫ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story