ବ୍ରହ୍ମପୁର: ଛତ୍ରପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୀବ ପୃଷ୍ଟିଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବଙ୍କ ପ୍ରତାପନଗର ବାସଭବନ ସହ ଛତ୍ରପୁର କାର୍ଯ୍ୟାଳୟ, ଭଞ୍ଜନଗର ବଡ଼କୋଦଣ୍ଡା ଘର ଏବଂ ଭୁବନେଶ୍ୱର ଡୁମଡୁମାରେ ଥିବା ଘରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

vigilance,,,

vigilance,,,

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 12:08 PM IST

Sports

Latest News

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୀବ ପୃଷ୍ଟିଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବଙ୍କ ପ୍ରତାପନଗର ବାସଭବନ ସହ ଛତ୍ରପୁର କାର୍ଯ୍ୟାଳୟ, ଭଞ୍ଜନଗର ବଡ଼କୋଦଣ୍ଡା ଘର ଏବଂ ଭୁବନେଶ୍ୱର ଡୁମଡୁମାରେ ଥିବା ଘରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos