ଚିଟ୍‌ଫଣ୍ଡ୍ ଲିଙ୍କ୍: ମନୋଜ ଦାସଙ୍କ ପକ୍ଷରୁ ଦାୟର ହେଭିୟସ କର୍ପସ ହାଇକୋର୍ଟରେ ଖାରଜ

କଟକ: ଚିଟଫଣ୍ଡ କଂପାନୀ ଅର୍ଥତତ୍ତ୍ୱ ସହ ସମ୍ପର୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଟିଭି ମାଲିକ ମନୋଜ ଦାସଙ୍କ ପକ୍ଷରୁ ଦାୟର ହେଭିୟସ କର୍ପସ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ସିବିଆଇ ଅଦାଲତଙ୍କ ରିମାଣ୍ଡ ଅର୍ଡରରେ କୌଣସି ତ୍ରୁଟି ନଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। ଫୌଜଦାରୀ ଆଇନ ଅନୁଯାୟୀ ଯେକୌଣସି ଅଭିଯୁକ୍ତଙ୍କୁ ଅଦାଲତ ୧୫ ଦିନ ପର୍ଯ୍ୟନ୍ତ ବିଚାରବିଭାଗୀୟ ରିମାଣ୍ଡ ଦେଇପାରିବେ। ତେବେ ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ଅଧିକ ଦିନ ରିମାଣ୍ଡ […]

OrissaHighCourt

OrissaHighCourt

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 02:11 PM IST

Sports

Latest News

କଟକ: ଚିଟଫଣ୍ଡ କଂପାନୀ ଅର୍ଥତତ୍ତ୍ୱ ସହ ସମ୍ପର୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଟିଭି ମାଲିକ ମନୋଜ ଦାସଙ୍କ ପକ୍ଷରୁ ଦାୟର ହେଭିୟସ କର୍ପସ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ସିବିଆଇ ଅଦାଲତଙ୍କ ରିମାଣ୍ଡ ଅର୍ଡରରେ କୌଣସି ତ୍ରୁଟି ନଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। ଫୌଜଦାରୀ ଆଇନ ଅନୁଯାୟୀ ଯେକୌଣସି ଅଭିଯୁକ୍ତଙ୍କୁ ଅଦାଲତ ୧୫ ଦିନ ପର୍ଯ୍ୟନ୍ତ ବିଚାରବିଭାଗୀୟ ରିମାଣ୍ଡ ଦେଇପାରିବେ। ତେବେ ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ଅଧିକ ଦିନ ରିମାଣ୍ଡ ଦେଇଥିବା ନେଇ ମନୋଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣିରେ ଜେଲ ରେକର୍ଡପତ୍ର ଏବଂ ସିବିଆଇର ରେକର୍ଡକୁ ଅଦାଲତ ଯାଞ୍ଚ କରିଥିଲେ। ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ। ଏହି ଆଧାରରେ ଖଣ୍ଡପୀଠ ମନୋଜଙ୍କ ଆବେଦନକୁ ଖାରଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story