ଭୁବନେଶ୍ୱର: ଚିଟ୍ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍ସର ୭ଟି ସ୍ଥାନରେ ଏକକାଳୀନ ସିବିଆଇ ଚଢ଼ାଉ କରିଛି। ଭୁବନେଶ୍ୱରର ୨ଟି ଓ ଖୋର୍ଦ୍ଧାର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଛି। ସେହିପରି ଜଳେଶ୍ୱରର ୩ଟି ଓ ବାଲେଶ୍ୱରର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି।
ସିବିଆଇ ଅଧିକାରୀମାନେ ସଂସ୍ଥାର କିଛି ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ତଳାସୀ କରିଛନ୍ତି।
କମ୍ପାନୀ ରାଞ୍ଚିରେ ୩୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ଏହି ଚଢାଉ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।