ଚିଟଫଣ୍ଡ ଠକେଇ: ଟ୍ରେଷ୍ଟି ସିକ୍ୟୁରିଟିଜର ଆଉ ଜଣେ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ଟ୍ରେଷ୍ଟି ସିକ୍ୟୁରିଟିଜର ଆଉ ଜଣେ ନିର୍ଦ୍ଦେଶକ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ପୂର୍ବରୁ ଏହି କମ୍ପାନୀର ଆଉ ଜଣେ ନିର୍ଦ୍ଦେଶକ ହରିଅର୍ଜୁନ ପଣ୍ଡାଙ୍କ ସମେତ ଏମଡି ଦୟାନିଧି ମହାପାତ୍ରଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଏମଡି ଦୟାନିଧି ମହାପାତ୍ର ୬ ମାସ ଧରି ଫେରାର ରହିଥିଲେ। ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡ୍ ଓଡ଼ିଶାରୁ ୧୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। […]

giraf

giraf

Rakesh Mallick
  • Published: Friday, 27 November 2015
  • Updated: 27 November 2015, 08:37 AM IST

Sports

Latest News

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ଟ୍ରେଷ୍ଟି ସିକ୍ୟୁରିଟିଜର ଆଉ ଜଣେ ନିର୍ଦ୍ଦେଶକ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ପୂର୍ବରୁ ଏହି କମ୍ପାନୀର ଆଉ ଜଣେ ନିର୍ଦ୍ଦେଶକ ହରିଅର୍ଜୁନ ପଣ୍ଡାଙ୍କ ସମେତ ଏମଡି ଦୟାନିଧି ମହାପାତ୍ରଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଏମଡି ଦୟାନିଧି ମହାପାତ୍ର ୬ ମାସ ଧରି ଫେରାର ରହିଥିଲେ।

ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡ୍ ଓଡ଼ିଶାରୁ ୧୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଧିକ ସୁଧର ଲୋଭ ଦେଖାଇ କମ୍ପାନୀ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ସୋର ଓ ବେତନଟୀରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos