କଟକ: ବେଆଇନ କରତକଳ ଉପରେ ଚଢାଉ

କଟକ: ଗେପାଳପୁର ପାଇକ ସାହି ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିବା ଏକ କରତକଳ ଉପରେ ବନ ବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉବେଳେ ଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ କାଠ ସହ ଠାକ ସାମଗ୍ରୀ ଜବତ କରାଯାଇଛି। ଭିଜିଲାନ୍ସ ବିଭାଗର କଟକ ସେଲ୍ ଓ ଫୁଲନଖରା ଫରେଷ୍ଟ ରେଞ୍ଜର ପାଖାପାଖି ୫୦ ଜଣ ସହସ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ଏଠାରେ ଏହି ବେଆଇନ କରତକଳ ଚାଲୁଥିବା ଅଭିଯୋଗ […]

cuttack

cuttack

Rakesh Mallick
  • Published: Friday, 06 November 2015
  • Updated: 06 November 2015, 10:54 AM IST

କଟକ: ଗେପାଳପୁର ପାଇକ ସାହି ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିବା ଏକ କରତକଳ ଉପରେ ବନ ବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉବେଳେ ଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ କାଠ ସହ ଠାକ ସାମଗ୍ରୀ ଜବତ କରାଯାଇଛି। ଭିଜିଲାନ୍ସ ବିଭାଗର କଟକ ସେଲ୍ ଓ ଫୁଲନଖରା ଫରେଷ୍ଟ ରେଞ୍ଜର ପାଖାପାଖି ୫୦ ଜଣ ସହସ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ଏଠାରେ ଏହି ବେଆଇନ କରତକଳ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା। କରତକଳ ଯନ୍ତ୍ରାଂଶ ଜବତ କରାଯିବା ସହ ଏହାକୁ ସିଲ୍ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos