ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ ହୋଇଛି। ତା’ ନାଁ ମାନସ ଦାସ (ମୁନା)। ତାକୁ ଚାଉଳିଆଗଞ୍ଜ ପୋଲିସ୍ ଗିରଫ କରିଛି। ପୂର୍ବରୁ ଗିରଫ ହୋଇଥିବା ଭଜନା ସହିତ ମୁନାର ଲିଙ୍କ୍‌ ଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

manas-das

manas-das

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 04:15 PM IST

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ ହୋଇଛି। ତା’ ନାଁ ମାନସ ଦାସ (ମୁନା)। ତାକୁ ଚାଉଳିଆଗଞ୍ଜ ପୋଲିସ୍ ଗିରଫ କରିଛି। ପୂର୍ବରୁ ଗିରଫ ହୋଇଥିବା ଭଜନା ସହିତ ମୁନାର ଲିଙ୍କ୍‌ ଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos