ରାଉରେକଲା/କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତି ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍ ଦିନ ତମାମ ଜେରା କରିବା ପରେ ଅଟକ ରଖିଥିବା ଜଣାପଡ଼ିଛି।
ଡି’ବ୍ରଦର୍ସଙ୍କ ସହିତ ଅଶେଷଙ୍କର ଦୀର୍ଘ ବର୍ଷ ଧରି ବ୍ୟାବସାୟିକ ସଂପର୍କ ଥିବା ନେଇ ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ହାଜର ହେବାକୁ ନୋଟିସ୍ ଦେଇଥିଲା। ତେବେ ସେ ଆଜି ପୋଲିସ୍ ନିକଟରେ ହାଜର ହୋଇ ଡି’ବ୍ରଦର୍ସଙ୍କୁ ଜାଣି ନ ଥିବା କହିଛନ୍ତି।
ତାଙ୍କୁ ହାଜର ହେବାକୁ ଚାଉଳିଆଗଞ୍ଜ ଥାନା ପୋଲିସ୍ ଗତ ୪ ତାରିଖରେ ନୋଟିସ୍ ଜାରି କରିଥିଲା। ୭ ଦିନ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ବୁଲୁଙ୍କ ନାମରେ ରାଉରକେଲାରେ ଅନେକ ଅପରାଧିକ ମାମଲା ରହିଛି। ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରାଜ୍ୟ ସହିତ ତାଙ୍କର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।