ଡି-ବ୍ରଦର୍ସ ଲିଙ୍କ୍ ଅଭିଯୋଗ: ସୋଲା ସାହୁ ଅଟକ, ୩ ବନ୍ଧୁକ ଜବତ

କଟକ: ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍ ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ସୋଲା ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ସୋଲାର ରାଣୀହାଟସ୍ଥିତ ଘରେ ଚଢ଼ାଉ ବେଳେ ପୋଲିସ ୩ଟି ବନ୍ଧୁକ ଓ ୧୧ଟି ଅଫୁଟା ଗୁଳି ଜବତ କରିଛି। ପୋଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସେହିପରି ଭୋଳାଭଗତ ନାମକ ଆଉ ଜଣେ ବ୍ୟକ୍ତିଙ୍କ ବାଦାମବାଡିସ୍ଥିତ ଘରେ ମଧ୍ୟ ଆଜି ଚଢ଼ାଉ କରିଥିଲା ପୋଲିସ।

bhola bhagat RAID(2)

bhola bhagat RAID(2)

Rakesh Mallick
  • Published: Sunday, 14 February 2016
  • Updated: 15 February 2016, 03:33 AM IST

Sports

Latest News

କଟକ: ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍ ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ସୋଲା ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ସୋଲାର ରାଣୀହାଟସ୍ଥିତ ଘରେ ଚଢ଼ାଉ ବେଳେ ପୋଲିସ ୩ଟି ବନ୍ଧୁକ ଓ ୧୧ଟି ଅଫୁଟା ଗୁଳି ଜବତ କରିଛି। ପୋଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସେହିପରି ଭୋଳାଭଗତ ନାମକ ଆଉ ଜଣେ ବ୍ୟକ୍ତିଙ୍କ ବାଦାମବାଡିସ୍ଥିତ ଘରେ ମଧ୍ୟ ଆଜି ଚଢ଼ାଉ କରିଥିଲା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos