ଡି’ ବ୍ରଦର୍ସ ଲିଙ୍କ୍ ମାମଲା: ଥାନାରେ ହାଜର ହେବାକୁ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କୁ ନିର୍ଦ୍ଦେଶ

କଟକ: ଡି’ ବ୍ରଦର୍ସ ଲିଙ୍କ୍ ମାମଲାରେ ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକଙ୍କ ତତ୍‌କାଳୀନ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କୁ ୭ ଦିନ ଭିତରେ ଚାଉଳିଆଗଞ୍ଜ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ୍। ଧଳସାମନ୍ତ ଭ୍ରାତା ସହ ସଂପର୍କ ସନ୍ଦେହରେ ରବୀନ୍ଦ୍ରଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି। ଗତ ଫେବ୍ରୁଆରୀ ୧୩ ତାରିଖରେ ଧଳସାମନ୍ତ ବ୍ରଦର୍ସଙ୍କୁ କୋର୍ଟରେ ହାଜର କରାଯିବା ସମୟରେ ରବୀନ୍ଦ୍ର ସେମାନଙ୍କୁ ଭେଟି କିଛି ସମୟ କଥା ହୋଇଥିବା ଅଭିଯୋଗ ହୋଇଛି। ଏହି […]

steno rabindra

steno rabindra

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 06:15 AM IST

Sports

Latest News

steno rabindraକଟକ: ଡି’ ବ୍ରଦର୍ସ ଲିଙ୍କ୍ ମାମଲାରେ ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକଙ୍କ ତତ୍‌କାଳୀନ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କୁ ୭ ଦିନ ଭିତରେ ଚାଉଳିଆଗଞ୍ଜ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ୍। ଧଳସାମନ୍ତ ଭ୍ରାତା ସହ ସଂପର୍କ ସନ୍ଦେହରେ ରବୀନ୍ଦ୍ରଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।

ଗତ ଫେବ୍ରୁଆରୀ ୧୩ ତାରିଖରେ ଧଳସାମନ୍ତ ବ୍ରଦର୍ସଙ୍କୁ କୋର୍ଟରେ ହାଜର କରାଯିବା ସମୟରେ ରବୀନ୍ଦ୍ର ସେମାନଙ୍କୁ ଭେଟି କିଛି ସମୟ କଥା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା ପରେ  ଦୁଇ ମାସ ପୂର୍ବରୁ କଟକ ପୋଲିସ୍ ମୁଖ୍ୟାଳୟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀକୁ ବଦଳି ହୋଇଥିବା ରବୀନ୍ଦ୍ରଙ୍କୁ ତୁରନ୍ତ କୋରାପୁଟ ସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜ୍ ଅଫିସକୁ ବଦଳି କରି ଦିଆଯାଇଥିଲା। ତେବେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୋଲିସ୍‌ର ଅନୁମତି ନେଇ ସେ ଧଳସାମନ୍ତ ଭ୍ରାତାଙ୍କୁ ଦେଖିଥିଲେ। ତେବେ ସେମାନଙ୍କ ସହିତ ସେ କଥା ହୋଇନାହାନ୍ତି, କେବଳ ଦୂରରୁ ଦେଖିଥିଲେ।

ଅନ୍ୟପକ୍ଷରେ ଏହି ଘଟଣା ପରେ ପୂର୍ବତନ ଆଇଜି ଅନାଦି ସାହୁ ଅଭିଯୋଗ କରିଥିଲେ ଯେ ଜେରା ବେଳେ ସଂଜୀବ ମାରିକଙ୍କ ସଂପର୍କରେ ମୁହଁ ନ ଖୋଲିବାକୁ ଡି’ବ୍ରଦର୍ସଙ୍କୁ କହିବାକୁ ଯାଇଥିଲେ ରବୀନ୍ଦ୍ର। ମାରିକ ତାଙ୍କୁ ସେଠାକୁ ପଠାଇଥିଲେ। ମାରିକଙ୍କ ସମସ୍ତ ବେଆଇନ୍ ଆର୍ଥିକ କାରବାର କଥା ରବୀନ୍ଦ୍ର ବୁଝୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story