ଅଖନା ଓ ଚଣ୍ଡିଆ ହତ୍ୟାକାଣ୍ଡ: ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ପୋଲିସ୍‌

କଟକ: ଅଖନା ଓ ଚଣ୍ଡିଆ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ କଟକ ସେସନ୍ସ କୋର୍ଟରେ ଚାର୍ଜଫ୍ରେମ୍ କରାଯାଇଛି। ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ସୁଶୀଲ ଧଳସାମନ୍ତ ଓ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁଶାନ୍ତ ଏହି ୨ଟି  ମାମଲାରେ  ଫେରାର ଥିବାରୁ  ତାଙ୍କର ବିଚାର ହୋଇ ପାରି ନ ଥିଲା। ଆସନ୍ତ ୧୯ ଓ ୨୦ ତାରିଖରେ  ଏହି ଦୁଇ ମାମଲାରେ ସାକ୍ଷ୍ୟଗ୍ରହଣ କରାଯିବ। ତେବେ ସହଯୋଗୀଙ୍କୁ ବନ୍ଧୁକ ଯୋଗାଇବା ଅଭିଯୋଗରୁ ବାଦ୍‌ ଦେବା ପାଇଁ […]

d brothers

d brothers

Rakesh Mallick
  • Published: Friday, 29 July 2016
  • Updated: 29 July 2016, 07:43 PM IST

Sports

Latest News

କଟକ: ଅଖନା ଓ ଚଣ୍ଡିଆ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ କଟକ ସେସନ୍ସ କୋର୍ଟରେ ଚାର୍ଜଫ୍ରେମ୍ କରାଯାଇଛି। ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ସୁଶୀଲ ଧଳସାମନ୍ତ ଓ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁଶାନ୍ତ ଏହି ୨ଟି  ମାମଲାରେ  ଫେରାର ଥିବାରୁ  ତାଙ୍କର ବିଚାର ହୋଇ ପାରି ନ ଥିଲା। ଆସନ୍ତ ୧୯ ଓ ୨୦ ତାରିଖରେ  ଏହି ଦୁଇ ମାମଲାରେ ସାକ୍ଷ୍ୟଗ୍ରହଣ କରାଯିବ। ତେବେ ସହଯୋଗୀଙ୍କୁ ବନ୍ଧୁକ ଯୋଗାଇବା ଅଭିଯୋଗରୁ ବାଦ୍‌ ଦେବା ପାଇଁ ସୁଶାନ୍ତ କୋର୍ଟରେ  ଆବେଦନ କରିଛନ୍ତି। ଏନେଇ ଆସନ୍ତା ୧୦ ତାରିଖରେ ଶୁଣାଣି ହେବ।

ଦାଦାବଟି ଆଦାୟକ ଓ ଟେଣ୍ଡର ଫିକ୍ସିଂ ଅଭିଯୋଗରେ  ଡି’ ବ୍ରଦର୍ସଙ୍କ ସହଯୋଗୀ ଅଶେଷ ମହାନ୍ତିଙ୍କୁ ମଧ୍ୟ ଆଜି  କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story