ଡି’ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀ କୋଲକାତାରୁ ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ଚନ୍ଦନ ବେହେରା ଓ ଲିପୁନା ଓରଫ ଦେବଦତ୍ତ ଦାସ। ସେମାନଙ୍କୁ ଗତକାଲି କୋଲକାତାରୁ ଗିରଫ କରାଯାଇଥିବା ନେଇ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଥିଲେ। ସେ କହିଥିଲେ,“ଓମ୍ ଓ ଦୀପୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ଲିପୁନାକୁ ଗିରଫ କରାଯାଇଛି। ସେହିଭଳି ଫାରୁକ ହତ୍ୟା ମାମଲାରେ ଚନ୍ଦନକୁ ଗିରଫ କରାଯାଇଛି।” ଖୁରାନିଆ କହିଥିଲେ,“ଓମ୍ ଓ […]

lipun

lipun

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 06:52 PM IST

Sports

Latest News

lipunକଟକ: ଡି’ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ଚନ୍ଦନ ବେହେରା ଓ ଲିପୁନା ଓରଫ ଦେବଦତ୍ତ ଦାସ। ସେମାନଙ୍କୁ ଗତକାଲି କୋଲକାତାରୁ ଗିରଫ କରାଯାଇଥିବା ନେଇ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଥିଲେ।

ସେ କହିଥିଲେ,“ଓମ୍ ଓ ଦୀପୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ଲିପୁନାକୁ ଗିରଫ କରାଯାଇଛି। ସେହିଭଳି ଫାରୁକ ହତ୍ୟା ମାମଲାରେ ଚନ୍ଦନକୁ ଗିରଫ କରାଯାଇଛି।”

ଖୁରାନିଆ କହିଥିଲେ,“ଓମ୍ ଓ ଦୀପୁକୁ ଅପହରଣ କରିବା ଓ ହତ୍ୟା କରିବାରେ ଲିପୁନା ସାମିଲ ଥିଲା। ତା’ପୂର୍ବରୁ ତା’ ନାଁରେ ଅନେକ ଅପରାଧିକ ମାମଲା ରହିଥିଲା। ସେ ଅନେକ ଥର ଜେଲ୍ ବି ଯାଇସାରିଛି। ସେ ଧଳସାମନ୍ତ ଭ୍ରାତାଙ୍କ ପାଇଁ କାମ କରୁଥିଲା ଓ ଟଙ୍କା ପାଉଥିଲା।”

ସେ କହିଥିଲେ,“ଫାରୁକ୍ ହତ୍ୟା ମାମଲାରେ ଗିରଫ ହୋଇଥିବା ଚନ୍ଦନ ବେହେରା ନାଁରେ ବି ଅନେକ ମାମଲା ରହିଛି। ତା’ଠାରୁ ସତର ହଜାର ଟଙ୍କା ଓ ୬ଟି ମୋବାଇଲ୍ ଜବତ କରାଯାଇଛି।’

ପୋଲିସ୍ କମିଶନର କହିଥିଲେ,“ଏହି ଦୁଇ ଜଣ ଗିରଫ ହେବା ପରେ ଡି’ବ୍ରଦର୍ସ ମାମଲାରେ ଗିରଫଙ୍କ ସଂଖ୍ୟା ୩୫ରେ ପହଞ୍ଚି ଯାଇଛି। ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ତା’ସହିତ ୨୩ଟି ବନ୍ଧୁକ, ୪୮୩ଟି ଗୁଳି ଜବତ କରାଯାଇଛି।”

ସେ କହିଥିଲେ,“ଡି’ବ୍ରଦର୍ସ ମାମଲାରେ ଆହୁରି ୩ ଜଣ ଫେରାର ଅଛନ୍ତି। ସେମାନଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି।”

ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସଂଜୀବ ଅରୋରା ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story