ଡି’ ଲିଙ୍କ୍: ରିମାଣ୍ଡ ସରିବା ପରେ ଚୌଦ୍ୱାର ଜେଲ୍ ଗଲା ଭୋଲା ଭଗତ

କଟକ: ରିମାଣ୍ଡ ଅବଧି ଶେଷ ହେବା ପରେ ଡି-ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତକୁ ରବିବାର କଟକ ଏଜଏମ୍ଏଫ୍‌ସିଙ୍କ ନିକଟରେ ହାଜର କରାଯାଇଥିଲା। ପୋଲିସ୍ ଆଉ ରିମାଣ୍ଡ ଆବେଦନ ନ କରିବାରୁ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ଭୋଲାକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆସନ୍ତାକାଲି କୋର୍ଟରେ ଆବେଦନ କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ପ୍ରଦେଶର କାନପୁରରୁ ଭୋଲା ଭଗତକୁ ଗିରଫ କରାଯାଇଥିଲା। ମାର୍ଚ୍ଚ ୨୨ରେ କମିଶନରେଟ୍‌ ପୋଲିସ୍ ତାକୁ ୫ ଦିନ […]

bholabhagat

bholabhagat

Rakesh Mallick
  • Published: Sunday, 27 March 2016
  • Updated: 27 March 2016, 08:04 AM IST

Sports

Latest News

bholabhagatକଟକ: ରିମାଣ୍ଡ ଅବଧି ଶେଷ ହେବା ପରେ ଡି-ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତକୁ ରବିବାର କଟକ ଏଜଏମ୍ଏଫ୍‌ସିଙ୍କ ନିକଟରେ ହାଜର କରାଯାଇଥିଲା। ପୋଲିସ୍ ଆଉ ରିମାଣ୍ଡ ଆବେଦନ ନ କରିବାରୁ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ଭୋଲାକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆସନ୍ତାକାଲି କୋର୍ଟରେ ଆବେଦନ କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତର ପ୍ରଦେଶର କାନପୁରରୁ ଭୋଲା ଭଗତକୁ ଗିରଫ କରାଯାଇଥିଲା। ମାର୍ଚ୍ଚ ୨୨ରେ କମିଶନରେଟ୍‌ ପୋଲିସ୍ ତାକୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ଓମ୍‌ ଓ ଦୀପୁ ହତ୍ୟାକାଣ୍ଡରେ ଭୋଲାର ଲିଙ୍କ୍ ଥିବା ନେଇ ଜେରା ବେଳେ ପୋଲିସ୍‌କୁ ସୂଚନା ମିଳିଛି। ଡି’ ବ୍ରଦର୍ସଙ୍କ ଟେଣ୍ଡର ଫିକ୍ସିଂ ଭୋଲା ଜରିଆରେ ହେଉଥିବାର ପ୍ରମାଣ ମିଳିଛି। ସିଏମ୍‌ସିର ସଫେଇ କାମ ନେଇଥିବା ରାମକୀ ସଂସ୍ଥାଠାରୁ ଭୋଲା ମାଧ୍ୟମରେ ହିଁ ମାସିକ ୩ରୁ ୪ ଲକ୍ଷ ଟଙ୍କା ଡି’ ବ୍ରଦର୍ସଙ୍କ ପାଖକୁ ଯାଉଥିଲା। ଟେଣ୍ଡର ହାତେଇବା ଓ ସୁରକ୍ଷା ବାବଦକୁ କୋଟି କୋଟି ଟଙ୍କା ତା’ ମାଧ୍ୟମରେ ଆଦାୟ କରାଯାଉଥିଲା। ୧୯୯୯ ମସିହାରୁ ଡି’ ବ୍ରଦର୍ସଙ୍କ ସହ ତା’ର ସମ୍ପର୍କ ଥିଲା। ଦୁଇଭାଇଙ୍କ ଗିରଫଦାରୀ ପରେ ସେ ଫେରାର ହୋଇଯାଇଥିଲା।

ଫୋନ୍ ଟ୍ରାକ୍‌ କରି କମିଶନରେଟ୍‌ ପୋଲିସ ତାକୁ ଉତ୍ତରପ୍ରଦେଶର କାନପୁରରୁ ଗିରଫ କରିଥିଲା। ଆହ୍ଲାବାଦ ଏସ୍‌ଆର୍‌ପି ସହାୟତାରେ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଥିଲା।

ଡି’ବ୍ରଦର୍ସଙ୍କ ଅପରାଧିକ କାର୍ଯ୍ୟକଳାପର ତଦନ୍ତ ବେଳେ ଭୋଲାଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ ଭ୍ରାତାଙ୍କ ସହ ମିଶି ଭୋଲା ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲା। ଭୋଲା ଘରେ ଚଢାଉ ବେଳେ ଜବତ ହୋଇଥିବା କାର ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story