ଡି’ଲିଙ୍କ୍: ପୂର୍ବତନ ଡିଜି ମାରିକ୍‌ଙ୍କ ଷ୍ଟେନୋ ରବୀନ୍ଦ୍ର ଆଜି ପୁଣି ହେବେ ଜେରା

କଟକ: ଧଳସାମନ୍ତ ବ୍ରଦର୍ସ ଲିଙ୍କ୍ ମାମଲାରେ ପୂର୍ବତନ ଡିଜି ସଂଜୀବ ମାରିକ୍‌ଙ୍କ ତତ୍‌କାଳୀନ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କୁ ପୋଲିସ୍ ଆଜି ପୁଣି ଜେରା କରିବ। ଗତକାଲି ଚାଉଳିଆଗଞ୍ଜ ଥାନାରେ ରବୀନ୍ଦ୍ରଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା ପୋଲିସ୍। ଡି’ବ୍ରଦର୍ସଙ୍କୁ ରବୀନ୍ଦ୍ର କାହିଁକି ଭେଟିଥିଲେ, ଏହି ସମୟରେ କ’ଣ କଥାବାର୍ତ୍ତା ହୋଇଥିଲା,କେବେଠାରୁ ଡି’ବ୍ରଦର୍ସଙ୍କ ସହ ତାଙ୍କ ସଂପର୍କ ସେ ନେଇ ପୋଲିସ୍ ଅଧିକାରୀମାନେ ରବୀନ୍ଦ୍ରଙ୍କୁ ପ୍ରଶ୍ନ କରିଥିବା ସୂଚନା ମିଳିଛି। ଗତ ଫେବୃଆରୀ ୧୬ ତାରିଖରେ  […]

rabindra

rabindra

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 06:15 AM IST

Sports

Latest News

କଟକ: ଧଳସାମନ୍ତ ବ୍ରଦର୍ସ ଲିଙ୍କ୍ ମାମଲାରେ ପୂର୍ବତନ ଡିଜି ସଂଜୀବ ମାରିକ୍‌ଙ୍କ ତତ୍‌କାଳୀନ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କୁ ପୋଲିସ୍ ଆଜି ପୁଣି ଜେରା କରିବ। ଗତକାଲି ଚାଉଳିଆଗଞ୍ଜ ଥାନାରେ ରବୀନ୍ଦ୍ରଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା ପୋଲିସ୍। ଡି’ବ୍ରଦର୍ସଙ୍କୁ ରବୀନ୍ଦ୍ର କାହିଁକି ଭେଟିଥିଲେ, ଏହି ସମୟରେ କ’ଣ କଥାବାର୍ତ୍ତା ହୋଇଥିଲା,କେବେଠାରୁ ଡି’ବ୍ରଦର୍ସଙ୍କ ସହ ତାଙ୍କ ସଂପର୍କ ସେ ନେଇ ପୋଲିସ୍ ଅଧିକାରୀମାନେ ରବୀନ୍ଦ୍ରଙ୍କୁ ପ୍ରଶ୍ନ କରିଥିବା ସୂଚନା ମିଳିଛି।

ଗତ ଫେବୃଆରୀ ୧୬ ତାରିଖରେ  ଧଳସାମନ୍ତ ବ୍ରଦର୍ସଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବା ସମୟରେ ରବୀନ୍ଦ୍ର ତାଙ୍କୁ ଭେଟି କିଛି ସମୟ କଥା  ହୋଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ  ଦୁଇ ମାସ ପୂର୍ବରୁ  କଟକ ପୋଲିସ୍ ମୁଖ୍ୟାଳୟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀ ବଦଳି ହୋଇଥିବା ରବୀନ୍ଦ୍ରଙ୍କୁ ତୁରନ୍ତ କୋରାପୁଟ ସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ଅଫିସକୁ ବଦଳି କରି ଦିଆଯାଇଥିଲା। ଡି-ଲିଙ୍କ୍ ସଂପର୍କରେ ଖୋଳତାଡ଼ ନେଇ ୭ଦିନ ଭିତରେ ଥାନାରେ ହାଜର ହେବାକୁ ଚାଉଳିଆଗଞ୍ଜ ଥାନା ପକ୍ଷରୁ ଗତ ମଙ୍ଗଳବାର ନୋଟିସ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story