ରାୟଗଡ଼ା: ୯ ଡକାୟତ ଗିରଫ, ୫୦ହଜାର ଟଙ୍କା ଜବତ

ରାୟଗଡ଼ା: ରାୟଗଡ଼ା ପୋଲିସ ୯ ଜଣ ଡକାୟତକୁ ଗିରଫ କରିଛି। ଶନିବାର ରାତିରେ ଏକ ବଡଧରଣର ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୫୦ ହଜାର ଟଙ୍କା ସହ ସୁନାଗହଣା ଓ ଚାରିଟି ବାଇକ୍ ଜବତ କରିଛି।ସେହିପରି ରାୟଗଡ଼ାର ବିଭିନ୍ନ ସ୍ଥାନରୁ ଲୁଟ୍ ସୁନା ଓ ରୁପା ଗହଣା ମଧ୍ୟ ଜବତ ହୋଇଥିବା ରାୟଗଡା ଏସପି ଶିବା ଶୁବ୍ରମଣି ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ହୋଇଥିବା ଜେରାରୁ […]

n

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 02:28 PM IST

ରାୟଗଡ଼ା: ରାୟଗଡ଼ା ପୋଲିସ ୯ ଜଣ ଡକାୟତକୁ ଗିରଫ କରିଛି। ଶନିବାର ରାତିରେ ଏକ ବଡଧରଣର ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୫୦ ହଜାର ଟଙ୍କା ସହ ସୁନାଗହଣା ଓ ଚାରିଟି ବାଇକ୍ ଜବତ କରିଛି।ସେହିପରି ରାୟଗଡ଼ାର ବିଭିନ୍ନ ସ୍ଥାନରୁ ଲୁଟ୍ ସୁନା ଓ ରୁପା ଗହଣା ମଧ୍ୟ ଜବତ ହୋଇଥିବା ରାୟଗଡା ଏସପି ଶିବା ଶୁବ୍ରମଣି ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ହୋଇଥିବା ଜେରାରୁ ଏହି ଗ୍ୟାଙ୍ଗ ୧୨ଟି କେସରେ ଜଡିତ ଥିବା ଜଣାପଡ଼ିଛି।

Related story