ରାଉରକେଲା: ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୪ ଗିରଫ

ରାଉରକେଲା: ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ରଘୁନାଥପାଲି ଥାନା ପୋଲିସ ହାତରେ ୪ ଜଣ ଡକାୟତ ଧରାପଡିଛନ୍ତି। ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର,ମୋବାଇଲ ଫୋନ ଓ ନଗଦ ୬୦ ହଜ଼ାର ଟଙ୍କା ଜବତ କରିଛି । ସମସ୍ତ ଡକାୟତ ଉତ୍ତର ପ୍ରଦେଶର ହୋଇଥିବା ବେଳେ ସମସ୍ତେ ସିଭିଲ ଟାଉନସିପର ଏକ ଲଜରେ ରହୁଥିଲେ। ରାଉରକେଲା ଚେମ୍ବର ଅଫ କମର୍ସ କାର୍ଯ୍ୟାଳୟ ପଛ ପଟ ପଡ଼ିଆରେ ଡକାୟତି ଯୋଜନା କରୁଥିବା […]

loot

loot

Rakesh Mallick
  • Published: Thursday, 30 June 2016
  • Updated: 30 June 2016, 06:42 PM IST

ରାଉରକେଲା: ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ରଘୁନାଥପାଲି ଥାନା ପୋଲିସ ହାତରେ ୪ ଜଣ ଡକାୟତ ଧରାପଡିଛନ୍ତି। ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର,ମୋବାଇଲ ଫୋନ ଓ ନଗଦ ୬୦ ହଜ଼ାର ଟଙ୍କା ଜବତ କରିଛି । ସମସ୍ତ ଡକାୟତ ଉତ୍ତର ପ୍ରଦେଶର ହୋଇଥିବା ବେଳେ ସମସ୍ତେ ସିଭିଲ ଟାଉନସିପର ଏକ ଲଜରେ ରହୁଥିଲେ। ରାଉରକେଲା ଚେମ୍ବର ଅଫ କମର୍ସ କାର୍ଯ୍ୟାଳୟ ପଛ ପଟ ପଡ଼ିଆରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏହି  ୪ଜଣ ଡକାୟତଙ୍କୁ ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos