କୋରାପୁଟ: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୭ ଶିକ୍ଷକଙ୍କ ନାଁରେ ଏତଲା

କୋରାପୁଟ: ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍କୁଲର ୭ ଜଣ ଶିକ୍ଷକଙ୍କ ବିରୋଧରେ ଦାମନଯୋଡ଼ି ଥାନାରେ ଡିପିଏସ୍‌ ପ୍ରିନ୍ସପାଲ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଦୁଇଟି ଅଭିଯୋଗ କରାଯାଇଛି। ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, “ଛାତ୍ରୀମାନେ ଫୋନ୍‌ କରି ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଜଣାଇଥିଲେ। ଆମେ ସ୍କୁଲକୁ ଆସି ଛାତ୍ରୀଙ୍କୁ ଭେଟିବା ସହ ଲିଖିତ ଅଭିଯୋଗ କରିବାକୁ କହିଥିଲୁ। ସେମାନଙ୍କ ଅଭିଯୋଗକୁ ଆଧାର […]

koraput

koraput

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 10:49 PM IST

Sports

Latest News

କୋରାପୁଟ: ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍କୁଲର ୭ ଜଣ ଶିକ୍ଷକଙ୍କ ବିରୋଧରେ ଦାମନଯୋଡ଼ି ଥାନାରେ ଡିପିଏସ୍‌ ପ୍ରିନ୍ସପାଲ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଦୁଇଟି ଅଭିଯୋଗ କରାଯାଇଛି।

ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, “ଛାତ୍ରୀମାନେ ଫୋନ୍‌ କରି ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଜଣାଇଥିଲେ। ଆମେ ସ୍କୁଲକୁ ଆସି ଛାତ୍ରୀଙ୍କୁ ଭେଟିବା ସହ ଲିଖିତ ଅଭିଯୋଗ କରିବାକୁ କହିଥିଲୁ। ସେମାନଙ୍କ ଅଭିଯୋଗକୁ ଆଧାର କରି ଦାମନଯୋଡ଼ି ଥାନାରେ ଏତଲା ଦେଇଛୁ।”

ଏ ସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲକୁ ଆସି ପାଟିତୁଣ୍ଡ କରିବା ସହ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘେରାଉ କରିଥିଲେ। ସେମାନଙ୍କୁ ନ ଜଣାଇ କାହିଁକି ଥାନାରେ ମାମଲା ରୁଜୁ କରାଗଲା ବୋଲି ଅଭିଭାବକମାନେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ସ୍କୁଲ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସ୍କୁଲ ଅଧ୍ୟକ୍ଷ, ଏସ୍‌ଡିପିଓ, ନାଲକୋ ଅଧିକାରୀ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଛି। ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story