ଝାରସୁଗୁଡା: ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ଶ୍ରମିକଙ୍କୁ ହତ୍ୟା ଉଦ୍ୟମ

ଝାରସୁଗୁଡା: ପୁଣି ଜଣେ ଓଡିଆ ଶ୍ରମିକ ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ନିର୍ଯାତନାର ଶିକାର ହେବା ଓ ସେଠାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣା ପଦାକୁ ଆସିଛି। ଶ୍ରମିକ ଜଣଙ୍କ ହେଲେ ଝାରସୁଗୁଡା ଓରାମପଡାରେ ଲିଙ୍ଗା ଓରାମ। କୌଣସି ପ୍ରକାରେ ସେଠାରୁ ଖସି ଆସିଥିବା ଲିଙ୍ଗାକୁ ଏବେ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଙ୍ଗା ଜଣେ ଦଲାଲଙ୍କ ସହାୟତାରେ ଆନ୍ଧ୍ରର ଏକ ମୁଢି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ। ସେଠାରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ […]

danan attack in jharsuguda

danan attack in jharsuguda

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 01:34 PM IST

Sports

Latest News

ଝାରସୁଗୁଡା: ପୁଣି ଜଣେ ଓଡିଆ ଶ୍ରମିକ ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ନିର୍ଯାତନାର ଶିକାର ହେବା ଓ ସେଠାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣା ପଦାକୁ ଆସିଛି। ଶ୍ରମିକ ଜଣଙ୍କ ହେଲେ ଝାରସୁଗୁଡା ଓରାମପଡାରେ ଲିଙ୍ଗା ଓରାମ। କୌଣସି ପ୍ରକାରେ ସେଠାରୁ ଖସି ଆସିଥିବା ଲିଙ୍ଗାକୁ ଏବେ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଲିଙ୍ଗା ଜଣେ ଦଲାଲଙ୍କ ସହାୟତାରେ ଆନ୍ଧ୍ରର ଏକ ମୁଢି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ। ସେଠାରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ଖସି ପଳାଇ ଆସିବାକୁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଗଳାକାଟି ହତ୍ୟା କରାଯିବାକୁ ଉଦ୍ୟମ କରାଯାଇଥିଲା। ଝାରସୁଗୁଡାରେ ପହଞ୍ଚିବା ପରେ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ଝାରସୁଗୁଡା ଆଇଆଇସି କ୍ଷୀରସାଗର ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story