ଡି-ବ୍ରଦର୍ସ ମାମଲାର ତଦନ୍ତ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଲା ଏସ୍‌ଆଇଟି

ଭୁବନେଶ୍ୱର:ଡି ବ୍ରଦର୍ସ ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)। ତାହାସହ ଡିବ୍ରଦର୍ସଙ୍କ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ଇଡିକୁ ଯୋଗାଇ ଦେବାକୁ ପୋଲିସ ଡିଜିଙ୍କୁ କୁହାଯାଇଛି। ଏନେଇ ଇଡି ପକ୍ଷରୁ ବିଧିବଦ୍ଧ ତଦନ୍ତ ପକ୍ରିୟା ଆରମ୍ଭ ହୋଇନ ଥିଲେ ମଧ୍ୟ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଇଡିକୁ ଡିବ୍ରଦର୍ସ ସମ୍ପର୍କିତ କିଛି କାଗଜପତ୍ର ହସ୍ତାନ୍ତର କରାଯାଇଥିବା ପୋଲିସ କମିଶନର ସୂଚନା ଦେଇସାରିଛନ୍ତି। […]

d-brothers

d-brothers

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 10:24 PM IST

Sports

Latest News

ଭୁବନେଶ୍ୱର:ଡି ବ୍ରଦର୍ସ ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)। ତାହାସହ ଡିବ୍ରଦର୍ସଙ୍କ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ଇଡିକୁ ଯୋଗାଇ ଦେବାକୁ ପୋଲିସ ଡିଜିଙ୍କୁ କୁହାଯାଇଛି। ଏନେଇ ଇଡି ପକ୍ଷରୁ ବିଧିବଦ୍ଧ ତଦନ୍ତ ପକ୍ରିୟା ଆରମ୍ଭ ହୋଇନ ଥିଲେ ମଧ୍ୟ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଇଡିକୁ ଡିବ୍ରଦର୍ସ ସମ୍ପର୍କିତ କିଛି କାଗଜପତ୍ର ହସ୍ତାନ୍ତର କରାଯାଇଥିବା ପୋଲିସ କମିଶନର ସୂଚନା ଦେଇସାରିଛନ୍ତି।

ଗତ ଜାନୁୟାରୀ ୨୮ ତାରିଖ ରାତିରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଏକ ଭଡ଼ା ଘରୁ ଗିରଫ କରାଯାଇଥିଲା। ସୁଶାନ୍ତ ନାଁରେ ୩ଟି ହତ୍ୟା ଘଟଣାରେ ୱାରେଣ୍ଟ୍ ରହିଥିଲା। ସେମାନଙ୍କ ନିକଟରୁ ୨.୬୫ କୋଟିରୁ ଅଧିକ ଟଙ୍କା ସହିତ ୧୦ଟି ବିଭିନ୍ନ ଧରଣର ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଦେଢ଼ ଶହରୁ ଅଧିକ ଗୁଳି ମଧ୍ୟ ସେମାନଙ୍କ ଘରୁ ଜବତ କରାଯାଇଥିଲା। ଏହା ସହିତ ୩ଟି ମର୍ସିଡିଜ୍ ଓ ୨ଟି ଅଡି କାର ସହିତ ଏକାଧିକ ମୋବାଇଲ, ଲାପଟପ୍ ଓ ଡାଏରୀ ଜବତ କରାଯାଇଥିଲା।

ଏପର୍ଯ୍ୟନ୍ତ ଡି- ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା ମୋଟ ୩୬ଜଣଙ୍କୁ ଗିରଫ କରାଯାଇଛି ଏସବୁ ମାମଲା ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story