କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ସୁଧାକର ବେହେରାଙ୍କୁ ବିଦ୍ୟାଧରପୁର ଅଞ୍ଚଳରୁ ଚାଉଳିଆଗଞ୍ଜ ପୋଲିସ୍ ଗିରଫ କରିଛି। ସୁଧାକରଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ଜଣାପଡ଼ିଛି। ଏହି ଗିରଫଦାରୀ ସହିତ ଏପର୍ଯ୍ୟନ୍ତ ଡି- ବ୍ରଦର୍ସଙ୍କ ଲିଙ୍କରେ ମୋଟ ଗିରଫ ସଂଖ୍ୟା ୩୬ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।