ଡେରାବିଶ: କଲେଜ ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ, କନଷ୍ଟେବଳ ଗିରଫ

ଡେରାବିଶ: କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ଜଣେ କନଷ୍ଟେବଳ ଗିରଫ ହେବା ସହ ନିଲମ୍ୱିତ ହୋଇଛନ୍ତି। ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ କେନ୍ଦ୍ରାପଡ଼ା ଡେରାବିଶ ଥାନା ଆଗଦେଇ ଆସୁଥିବା ବେଳେ କନଷ୍ଟେବଳ ନରୋତ୍ତମ ବଳ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ କନେଷ୍ଟବଳଙ୍କୁ ନିଲମ୍ୱନ କରାଯିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି […]

derabis

derabis

Rakesh Mallick
  • Published: Thursday, 19 November 2015
  • Updated: 20 November 2015, 02:45 AM IST

Sports

Latest News

ଡେରାବିଶ: କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ଜଣେ କନଷ୍ଟେବଳ ଗିରଫ ହେବା ସହ ନିଲମ୍ୱିତ ହୋଇଛନ୍ତି। ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ କେନ୍ଦ୍ରାପଡ଼ା ଡେରାବିଶ ଥାନା ଆଗଦେଇ ଆସୁଥିବା ବେଳେ କନଷ୍ଟେବଳ ନରୋତ୍ତମ ବଳ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ କନେଷ୍ଟବଳଙ୍କୁ ନିଲମ୍ୱନ କରାଯିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story