ଧଳସାମନ୍ତ ବ୍ରଦର୍ସ ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଧଳସାମନ୍ତ ବ୍ରଦର୍ସ ମାମଲାରେ ହାଇକୋର୍ଟରେ ଦାୟର ହୋଇଛି ଏକ ଜନସ୍ୱାର୍ଥ ମାମଲା। ଏହି ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାନବାଧିକାର କର୍ମୀମାନେ ଏହି ମାମଲା ଦାୟର କରିଛନ୍ତି। ଧଳସାମନ୍ତଙ୍କ ଅପରାଧିକ ସାମ୍ରାଜ୍ୟରେ ବଡ଼ବଡ଼ିଆଙ୍କ ନାଁ ଥିବା ତଥା ସେମାନଙ୍କଠାରୁ ପ୍ରତିରକ୍ଷା ବିଭାଗର ସାମଗ୍ରୀ ମିଳିଥିବାରୁ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି। ଆସନ୍ତାକାଲି ଏହି ଆବେଦନର ଶୁଣାଣି ହୋଇପାରେ।

d-brothers

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 10:27 AM IST

Related story