ଢେଙ୍କାନାଳ: ଯୁବକଙ୍କୁ ହତ୍ୟା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ସହରର ୮ ନମ୍ବର ୱାର୍ଡ ମହିଷାପାଟଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଜଣକ ହେଲେ ଅଜୁ ଭୋଇ। କିଛି ଦୁର୍ବୃତ୍ତ ତାଙ୍କୁ ଲୁହାଛଡ ଓ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଜୁଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତ ଅଜୁଙ୍କୁ ଗତକାଲି ରାତିରେ କଛି ଯୁବକ ଘରୁ ଡାକି ନେଇଥିଲେ। […]

dhankanal

dhankanal

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 05:33 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ସହରର ୮ ନମ୍ବର ୱାର୍ଡ ମହିଷାପାଟଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଜଣକ ହେଲେ ଅଜୁ ଭୋଇ। କିଛି ଦୁର୍ବୃତ୍ତ ତାଙ୍କୁ ଲୁହାଛଡ ଓ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଜୁଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତ ଅଜୁଙ୍କୁ ଗତକାଲି ରାତିରେ କଛି ଯୁବକ ଘରୁ ଡାକି ନେଇଥିଲେ। କିଛି ସମୟରେ ପରେ ଅଜୁ ଗୁରୁତର ଅବସ୍ଥାରେ ଛକରେ ପଡିଥିବା  ପରିବାର ଲୋକ ଖବର ପାଇଥିଲେ। ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଯାଇଥିଲା। ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story