ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଞ୍ଚଳରୁ ପୋଲିସ୍‌ ଆଜି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଏକ କ୍ୱିଣ୍ଟାଲ ଆମୋନିଆ ନାଇଟ୍ରେଡ୍‌ ଓ ୨୬୧ଟି ଡିଟୋନେଟର ରହିଛି। ଏହି ଘଟଣାରେ ପୋଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ବିସ୍ଫୋରକ ସାମଗ୍ରୀ କେଉଁଠୁ ଆସିଲା ତାହା ଜଣାପଡ଼ିନି।

dkl seazeed

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 06:37 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଞ୍ଚଳରୁ ପୋଲିସ୍‌ ଆଜି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଏକ କ୍ୱିଣ୍ଟାଲ ଆମୋନିଆ ନାଇଟ୍ରେଡ୍‌ ଓ ୨୬୧ଟି ଡିଟୋନେଟର ରହିଛି। ଏହି ଘଟଣାରେ ପୋଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଏହି ବିସ୍ଫୋରକ ସାମଗ୍ରୀ କେଉଁଠୁ ଆସିଲା ତାହା ଜଣାପଡ଼ିନି।

Related story