ଭୁବନେଶ୍ୱରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା ଘଟଣା: ୩ ଚାକରାଣୀ ସମେତ ୯ ଅଟକ

ଭୁବନେଶ୍ୱର: ରାଜଧାନୀ ଶୈଳଶ୍ରୀ ବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ବି ପୋଲିସ ଅଭିଯୁକ୍ତର ଟେର ପାଇନାହିଁ। କିଏ ଏବଂ କାହିଁକି ଡାକ୍ତର ଦମ୍ପତିଙ୍କୁ ହତ୍ୟା କଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି। ଏହି ଘଟଣାରେ ୩ଜଣ ଚାକରାଣୀଙ୍କ ସମେତ ୯ଜଣଙ୍କୁ ଅଟକ ରଖି କମିଶନରେଟ୍ ପୋଲିସ ପଚରାଉଚରା ଚଳାଇଛି। ଅଟକଙ୍କ ମଧ୍ୟରେ କିଛି ଡ୍ରାଇଭର ଅଛନ୍ତି, ଯେଉଁମାନେ ପୂର୍ବରୁ ବିଭିନ୍ନ ସମୟରେ ଡାକ୍ତର ଦମ୍ପତିଙ୍କ ଗାଡ଼ି ଚଳାଉଥିଲେ। ତଦନ୍ତ […]

sailashree bihar murder

sailashree bihar murder

Rakesh Mallick
  • Published: Monday, 16 November 2015
  • Updated: 16 November 2015, 04:51 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଶୈଳଶ୍ରୀ ବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ବି ପୋଲିସ ଅଭିଯୁକ୍ତର ଟେର ପାଇନାହିଁ। କିଏ ଏବଂ କାହିଁକି ଡାକ୍ତର ଦମ୍ପତିଙ୍କୁ ହତ୍ୟା କଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି। ଏହି ଘଟଣାରେ ୩ଜଣ ଚାକରାଣୀଙ୍କ ସମେତ ୯ଜଣଙ୍କୁ ଅଟକ ରଖି କମିଶନରେଟ୍ ପୋଲିସ ପଚରାଉଚରା ଚଳାଇଛି। ଅଟକଙ୍କ ମଧ୍ୟରେ କିଛି ଡ୍ରାଇଭର ଅଛନ୍ତି, ଯେଉଁମାନେ ପୂର୍ବରୁ ବିଭିନ୍ନ ସମୟରେ ଡାକ୍ତର ଦମ୍ପତିଙ୍କ ଗାଡ଼ି ଚଳାଉଥିଲେ। ତଦନ୍ତ ପାଇଁ ଏକ ପାଞ୍ଚ ଜଣିଆ ଟିମ୍ ମଧ୍ୟ ଗଠନ କରାଯାଇଛି।

ଗତକାଲି ଭୋରରୁ ଡାକ୍ତର ଦମ୍ପତି ମନ୍ଦିର ଯାଇଥିଲେ। ସେଠାରୁ ଘରକୁ ଫେରିବା ପରେ ସକାଳ ପ୍ରାୟ ସାଢେ଼ ୫ଟାରୁ ୬ଟା ମଧ୍ୟରେ ଏମାନଙ୍କୁ ହତ୍ୟା କରାଯାଇଥିଲା। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଛି ନା ଆଉ କିଛି କାରଣ ରହିଛି ତାହାର ଛାନବିନ୍ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story