ଜମି ଦେବା ନାଁରେ ୬୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ଆପୋଲୋ ଇନଫ୍ରାର ୨ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ୬୧ ଲକ୍ଷ ଟଙ୍କାର ଠକେଇ ମାମଲାରେ ଆପୋଲୋ ଇନଫ୍ରାର ୨ ନିର୍ଦ୍ଦେଶକ ସୁଧାନିଧି ପଟ୍ଟନାୟକ ଓ ଅବନୀକାନ୍ତ ମିଶ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)।

handcuffs

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 04:05 PM IST

Related story