ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଚାଇଲ୍ଡ ଲାଇନ ଓ ସିଡବ୍ଲ୍ୟୁସିର ତିନି ଜଣିଆ ଟିମ୍‌। ଏହି ଟିମ୍‌ ସ୍କୁଲକୁ ଯାଇ ତଦନ୍ତ କରିଛି। ଟିମ୍‌ର ସଦସ୍ୟମାନେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ଏହା ସହ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଛି। ଚନ୍ଦକା ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଅଞ୍ଚଳର ଏକ ଇଂଲିଶ ମିଡ଼ିୟମ ସ୍କୁଲରେ ଜଣେ ଚାରିବର୍ଷର ଛାତ୍ରୀଙ୍କୁ […]

bbsr

bbsr

Rakesh Mallick
  • Published: Monday, 29 August 2016
  • Updated: 29 August 2016, 03:14 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଚାଇଲ୍ଡ ଲାଇନ ଓ ସିଡବ୍ଲ୍ୟୁସିର ତିନି ଜଣିଆ ଟିମ୍‌। ଏହି ଟିମ୍‌ ସ୍କୁଲକୁ ଯାଇ ତଦନ୍ତ କରିଛି। ଟିମ୍‌ର ସଦସ୍ୟମାନେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ଏହା ସହ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଛି।

ଚନ୍ଦକା ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଅଞ୍ଚଳର ଏକ ଇଂଲିଶ ମିଡ଼ିୟମ ସ୍କୁଲରେ ଜଣେ ଚାରିବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos