ଗୋପାଳପୁରର ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ମାଡ଼ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

ବ୍ରହ୍ମପୁର: ଗୋପାଳପୁରରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଇ. ଲୋକନାଥ ନାମକ ଜଣେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ରରୁ ଟ୍ରଲର ଯୋଗେ ଆସିଥିବା ମତ୍ସ୍ୟଜୀବୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମତ୍ସଜୀବୀ ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷପ ନିଆଯାଇ ନ ଥିବାରୁ ୨୪ଟି ଗାଁର ମତ୍ସ୍ୟଜୀବୀମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି ଓ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Gopalpur-seabeach

Rakesh Mallick
  • Published: Saturday, 05 March 2016
  • , Updated: 05 March 2016, 04:23 PM IST

Related story