ବାଣିଗୋଛା ଥାନା ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଚଢ଼େୟାପଲ୍ଲୀ ପଞ୍ଚାୟତ ଫୁସିଗଣ୍ଡା ଗାଁର ଚିତ୍ତରଞ୍ଜନ ଜାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚିତ୍ତରଞ୍ଜନ ବାଣିଗୋଛା ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। ଗତ ଶନିବାର ମଧ୍ୟାହ୍ନରେ  ସେ ନିଜ ବାଇକ୍‌ ଯୋଗେ ଗାଁକୁ ଫେରୁଥିଲେ। ତାଳନାଳ ଠାରେ ସେ ଖସି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଅଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସଂପର୍କୀୟମାନେ କହିଛନ୍ତି। ପୋଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 12:03 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଚଢ଼େୟାପଲ୍ଲୀ ପଞ୍ଚାୟତ ଫୁସିଗଣ୍ଡା ଗାଁର ଚିତ୍ତରଞ୍ଜନ ଜାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚିତ୍ତରଞ୍ଜନ ବାଣିଗୋଛା ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ।

ଗତ ଶନିବାର ମଧ୍ୟାହ୍ନରେ  ସେ ନିଜ ବାଇକ୍‌ ଯୋଗେ ଗାଁକୁ ଫେରୁଥିଲେ। ତାଳନାଳ ଠାରେ ସେ ଖସି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଅଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସଂପର୍କୀୟମାନେ କହିଛନ୍ତି। ପୋଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos