ଝାରସୁଗୁଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡୁ ଗୁପ୍ତା ଗିରଫ; ୬ ମାଉଜର, ୪୦ ଗୁଳି ଜବତ

ଝାରସୁଗୁଡ଼ା:ଝାରସୁଗୁଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡୁ ଗୁପ୍ତାକୁ ଆଜି ପୋଲିସ୍ ଗିରଫ କରିଛି। ତା’ଠାରୁ ୬ଟି ମାଉଜର ଓ ୪୦ଟି ଗୁଳି ଜବତ କରାଯାଇଛି। ଗତକାଲି ରାତିରେ ପୋଲିସ୍ ପାଟ୍ରୋଲିଂ ବେଳେ ଗୁଡୁ ଗାଡ଼ିରୁ ଗୋଟିଏ ମାଉଜର ଜବତ କରିଥିଲା। ପରେ ପୋଲିସ୍  ଓରିଏଣ୍ଟ ଥାନା ଜବାହାର ନଗର ସ୍ଥିତ ତା’ଘରେ  ଚଢାଉ କରିବା ବେଳେ ଆଉ ୫ଟି ମାଉଜର ପାଇଥିଲା।  ଗୁଡୁ  ନାଁରେ ଅନେକ ଅପରାଧିକ ମାମଲା ରହିଛି।

handcuff

handcuff

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 08:12 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story