ହନୁମାନ ପଇସା କାରବାର ଘଟଣା: ଡାକ୍ତରଖାନାରୁ ଆଇଆଇସି ଫେରାର

ବାଲେଶ୍ୱର: ହନୁମାନ ପଇସା ରାକେଟ୍‌କୁ ନେଇ ବିବାଦକୁ ଆସିଥିବା ରେମୁଣା ଥାନାର ପୂର୍ବତନ ଆଇଆଇସି ସୁରେନ୍ଦ୍ର ନାୟକ ବାଲେଶ୍ୱର ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ ନାୟକ। ପରେ ତାଙ୍କର ରେମୁଣାକୁ ବଦଳି ହୋଇଥିଲା। ବାଲେଶ୍ୱରରେ ରହଣି ସମୟରେ ପଶ୍ଚିମବଙ୍ଗର ଜଣେ ବେପାରୀ ହନୁମାନ ପଇସା ପାଇଁ ନାୟକଙ୍କୁ ୧୦ କୋଟି ଟଙ୍କାର ଅଫର ଦେଇଥିଲେ। […]

remuna-iic

remuna-iic

Rakesh Mallick
  • Published: Tuesday, 16 August 2016
  • Updated: 17 August 2016, 06:18 PM IST

Sports

Latest News

remuna-iicବାଲେଶ୍ୱର: ହନୁମାନ ପଇସା ରାକେଟ୍‌କୁ ନେଇ ବିବାଦକୁ ଆସିଥିବା ରେମୁଣା ଥାନାର ପୂର୍ବତନ ଆଇଆଇସି ସୁରେନ୍ଦ୍ର ନାୟକ ବାଲେଶ୍ୱର ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି।

ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ ନାୟକ। ପରେ ତାଙ୍କର ରେମୁଣାକୁ ବଦଳି ହୋଇଥିଲା। ବାଲେଶ୍ୱରରେ ରହଣି ସମୟରେ ପଶ୍ଚିମବଙ୍ଗର ଜଣେ ବେପାରୀ ହନୁମାନ ପଇସା ପାଇଁ ନାୟକଙ୍କୁ ୧୦ କୋଟି ଟଙ୍କାର ଅଫର ଦେଇଥିଲେ। ପରେ ନାୟକ ତାଙ୍କ ଅନ୍ୟ ୩ ସାଥୀଙ୍କ ସହିତ ମିଶି ମାଲକାନଗିରି ଜିଲ୍ଲା ପଦ୍ମପୁର ଗୋଟିଯୋଡ଼ି ଗାଁର ଇର୍ମା ମାଡ଼ିଙ୍କ ଘରେ ପଶି ହନୁମାନ ପଇସା ଖୋଜିଥିଲେ। ଏପରିକି ଇର୍ମାଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଗାଁ ଲୋକେ ଡକାୟତ ବୋଲି ଭାବି ଧନୁ ଓ ତୀର ଧରି ସେମାନଙ୍କୁ ଗୋଡ଼ାଇଥିଲେ। ଜୀବନ ବିକଳରେ ନାୟକ ଓ ତାଙ୍କ ସାଥୀମାନେ ବାଇକ୍ ଛାଡ଼ି ପଳାଇ ଯାଇଥିଲେ।

ମାଲକାନଗିରି ପୋଲିସ୍‌ ଘଟଣାର ତଦନ୍ତ କରି ଆଇଆଇସି ନାୟକଙ୍କୁ ଗତ ୧୩ ତାରିଖରେ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଥିଲେ। କିନ୍ତୁ ନାୟକ ହାଜର ନହୋଇ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି କହି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କୁ ମେଡିସନ୍‌ ୱାର୍ଡ଼ରେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ନାୟକ ଇନ୍‌ଡୋର ଟିକେଟ୍‌ କରି ୱାର୍ଡ଼କୁ ନଯାଇ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story