ହାଇଟେକ୍ ଜମି ଜାଲିଆତି ମାମଲା: ସୁପ୍ରିମକୋର୍ଟରେ ୩କୋଟି ୫୦ଲକ୍ଷ ଟଙ୍କା ଦାଖଲ କଲେ ସଂସ୍ଥା ମୁଖ୍ୟ

ଭୁବନେଶ୍ୱର: ହାଇଟେକ୍ ଜମି ଜାଲିଆତି ମାମଲାରେ ସଂସ୍ଥା ମୁଖ୍ୟ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ୩କୋଟି ୫୦ଲକ୍ଷ ଟଙ୍କା ଜମା କରିଛନ୍ତି। ପୂର୍ବରୁ ଅକ୍ଟୋବର ୨୩ ତାରିଖରେ ସେ ୯କୋଟି ଟଙ୍କା ଓ ଜୁଲାଇ ମାସରେ ୧୮କୋଟି ଟଙ୍କା ଦାଖଲ କରିଥିଲେ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ତିରୁପତି ମୋଟ ୫୦କୋଟି ୫୦ଲକ୍ଷ ଟଙ୍କ। ଦାଖଲ କରିଛନ୍ତି। ଜମାକାରୀଙ୍କୁ ଟଙ୍କା ଫେରସ୍ତ ବାବଦକୁ ୬୩କୋଟି ୫୦ଲକ୍ଷ ଟଙ୍କା ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜମି ଠକେଇ ମାମଲାର […]

highcoat

highcoat

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 09:20 AM IST

Sports

Latest News

ଭୁବନେଶ୍ୱର: ହାଇଟେକ୍ ଜମି ଜାଲିଆତି ମାମଲାରେ ସଂସ୍ଥା ମୁଖ୍ୟ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ୩କୋଟି ୫୦ଲକ୍ଷ ଟଙ୍କା ଜମା କରିଛନ୍ତି। ପୂର୍ବରୁ ଅକ୍ଟୋବର ୨୩ ତାରିଖରେ ସେ ୯କୋଟି ଟଙ୍କା ଓ ଜୁଲାଇ ମାସରେ ୧୮କୋଟି ଟଙ୍କା ଦାଖଲ କରିଥିଲେ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ତିରୁପତି ମୋଟ ୫୦କୋଟି ୫୦ଲକ୍ଷ ଟଙ୍କ। ଦାଖଲ କରିଛନ୍ତି। ଜମାକାରୀଙ୍କୁ ଟଙ୍କା ଫେରସ୍ତ ବାବଦକୁ ୬୩କୋଟି ୫୦ଲକ୍ଷ ଟଙ୍କା ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜମି ଠକେଇ ମାମଲାର ଯାଞ୍ଚ ସାରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି। ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦିଆଯିବା ବୋଲି କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story