ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରପୁରୁଗିଆ ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ଗୌରୀ ନାଗ। ଅଭିଯୁକ୍ତ ସ୍ୱାମୀ ଗଣେଶ ନାଗକୁ ପୋଲିସ୍ ଗିରଫ କରିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।  ପୋଲିସ୍‌ ଘଟଣାର ତଦନ୍ତ କରୁଛି।

bb

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 08:41 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରପୁରୁଗିଆ ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ଗୌରୀ ନାଗ।

ଅଭିଯୁକ୍ତ ସ୍ୱାମୀ ଗଣେଶ ନାଗକୁ ପୋଲିସ୍ ଗିରଫ କରିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।  ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story