ଯାଜପୁର: ବିପିନ ସାହୁ ହତ୍ୟା ମାମଲାରେ ୭ ଗିରଫ

ଯାଜପୁର: କୁଆଖିଆ ଥାନା ଏକତଳା (ବିଲିଶାସନ) ଗାଁର ବିପିନ ସାହୁ ହତ୍ୟା ମାମଲାରେ ଯାଜପୁର ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନୈତିକ ସଂପର୍କ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗନ୍ଧଣ ଓ ଏକତଳା ଗାଁର ଅରୁଣପତି, ମଙ୍ଗୁଳି ବେହେରା, ଅର୍ଜୁନ ପାଇକରା, ସରୋଜ ପାରା, ସୋମନାଥ ସାହୁ, ଜୟକୃଷ୍ଣ ବାରିକ ଏବଂ ମଣ୍ଟୁ ଦେହୁରୀ। ସୂଚନାଯୋଗ୍ୟ, ଗତ ୪ ତାରିଖ ବିଳମ୍ୱିତ ରାତିରେ ଅଭିଯୁକ୍ତମାନେ ନନ୍ଦକିଶୋର ସାହୁଙ୍କ ପୁଅ […]

jajpur-bipin-sahu-murder-case

jajpur-bipin-sahu-murder-case

Rakesh Mallick
  • Published: Wednesday, 11 November 2015
  • Updated: 11 November 2015, 11:10 AM IST

Sports

Latest News

jajpur murderଯାଜପୁର: କୁଆଖିଆ ଥାନା ଏକତଳା (ବିଲିଶାସନ) ଗାଁର ବିପିନ ସାହୁ ହତ୍ୟା ମାମଲାରେ ଯାଜପୁର ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନୈତିକ ସଂପର୍କ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗନ୍ଧଣ ଓ ଏକତଳା ଗାଁର ଅରୁଣପତି, ମଙ୍ଗୁଳି ବେହେରା, ଅର୍ଜୁନ ପାଇକରା, ସରୋଜ ପାରା, ସୋମନାଥ ସାହୁ, ଜୟକୃଷ୍ଣ ବାରିକ ଏବଂ ମଣ୍ଟୁ ଦେହୁରୀ।

ସୂଚନାଯୋଗ୍ୟ, ଗତ ୪ ତାରିଖ ବିଳମ୍ୱିତ ରାତିରେ ଅଭିଯୁକ୍ତମାନେ ନନ୍ଦକିଶୋର ସାହୁଙ୍କ ପୁଅ ବିପିନକୁ ଫୋନ ଯୋଗେ ଘରୁ ଡାକିନେଇ ଏକ ଧାରୁଆ ଭୁଜାଲିରେ ବେକକୁ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story