ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଝିକିରିଆ ଗାଁରେ ଜଣେ ବ୍ୟକ୍ତି କଟୁରିରେ ତାଙ୍କ  ସ୍ତ୍ରୀଙ୍କର ଗଳାକାଟି ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଓ ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତିଙ୍କ ନାଁ ଗୌରା ମଲ୍ଲିକ। ତାଙ୍କ ପତ୍ନୀଙ୍କ ନାଁ ଝରଣା ମଲ୍ଲିକ। ପାରିବାରିକ କଳହରୁ ଏହି ଅଭାବନୀୟ ଘଟଣା ଘଟିଥିବା ବିଞ୍ଝାରପୁର ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

death

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 01:45 PM IST

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଝିକିରିଆ ଗାଁରେ ଜଣେ ବ୍ୟକ୍ତି କଟୁରିରେ ତାଙ୍କ  ସ୍ତ୍ରୀଙ୍କର ଗଳାକାଟି ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟା ଓ ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତିଙ୍କ ନାଁ ଗୌରା ମଲ୍ଲିକ। ତାଙ୍କ ପତ୍ନୀଙ୍କ ନାଁ ଝରଣା ମଲ୍ଲିକ।

ପାରିବାରିକ କଳହରୁ ଏହି ଅଭାବନୀୟ ଘଟଣା ଘଟିଥିବା ବିଞ୍ଝାରପୁର ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Related story