ଯାଜପୁର: ଯୁବକଙ୍କ ଦୁଇ ହାତ ହାଣି ଦେଲେ ଦୁର୍ବୃତ୍ତ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ୱା ଗ୍ରାମର ବିକାଶ ଲେଙ୍କାଙ୍କ ଦୁଇ ହାତକୁ ଦୁର୍ବୃତ୍ତମାନେ ନୃଶଂସ ଭାବେ ହାଣି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ୱିତ ରାତିରେ ବିକାଶ ଘରକୁ ଫେରୁଥିବା ବେଳେ ଗ୍ରାମର ଦୁଇଜଣ ବ୍ୟକ୍ତି ତାଙ୍କୁ କାବୁ କରି ଏକ ଫାଉଡାରେ ତାଙ୍କ ଦୁଇ ହାତକୁ ହାଣି ଅଲଗା କରିଦେଇଥିଲେ। ଏ ସମ୍ପର୍କରେ କୁଆଖିଆ ଥାନାରେ […]

jajpur

jajpur

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 10:51 PM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ୱା ଗ୍ରାମର ବିକାଶ ଲେଙ୍କାଙ୍କ ଦୁଇ ହାତକୁ ଦୁର୍ବୃତ୍ତମାନେ ନୃଶଂସ ଭାବେ ହାଣି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତକାଲି ବିଳମ୍ୱିତ ରାତିରେ ବିକାଶ ଘରକୁ ଫେରୁଥିବା ବେଳେ ଗ୍ରାମର ଦୁଇଜଣ ବ୍ୟକ୍ତି ତାଙ୍କୁ କାବୁ କରି ଏକ ଫାଉଡାରେ ତାଙ୍କ ଦୁଇ ହାତକୁ ହାଣି ଅଲଗା କରିଦେଇଥିଲେ। ଏ ସମ୍ପର୍କରେ କୁଆଖିଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଆକ୍ରମଣ କରାଯାଇଥିବା ପୋଲିସ୍‌ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story