କମେଣ୍ଟ ମାରିବାରୁ ନେଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଛାତ୍ରୀ

ଯାଜପୁର: କମେଣ୍ଟ ମାରିବାକୁ ଯୁବକକୁ ନିସ୍ତୁକ ଛେଚିଲେ ଛାତ୍ରୀ। ଏହି ଘଟଣା ଘଟିଛି ଯାଜପୁର ସହରରେ। ଘଟଣା ମୁତାବକ ଏନସି  କଲେଜର ଜଣେ ଛାତ୍ରୀ ତାଙ୍କ ଦୁଇ ସାଙ୍ଗଙ୍କ ସହ କଲେଜରୁ ଫେରୁଥିବା ବେଳେ ଜଣେ ଯୁବକ ବାଇକ୍‌ରେ ତାଙ୍କ ପିଛା କରିଥିଲେ।  ପରେ ସେମାନଙ୍କୁ କମେଣ୍ଟ କରିଥିଲେ। ଯୁବତୀ ଓ ତାଙ୍କ ସାଙ୍ଗ  ପ୍ରତିବାଦ କରିଥିଲେ। କିନ୍ତୁ ଯୁବକ ଜଣଙ୍କ ପୁଣି ଥରେ କମେଣ୍ଟ କରିବାରୁ  ଯୁବତୀ ଜଣଙ୍କ ତାଙ୍କୁ  ମାଡ଼ ମାରିଥିଲେ। ଯୁବକ ଜଣଙ୍କ […]

student..

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 05:56 PM IST

ଯାଜପୁର: କମେଣ୍ଟ ମାରିବାକୁ ଯୁବକକୁ ନିସ୍ତୁକ ଛେଚିଲେ ଛାତ୍ରୀ। ଏହି ଘଟଣା ଘଟିଛି ଯାଜପୁର ସହରରେ।

ଘଟଣା ମୁତାବକ ଏନସି  କଲେଜର ଜଣେ ଛାତ୍ରୀ ତାଙ୍କ ଦୁଇ ସାଙ୍ଗଙ୍କ ସହ କଲେଜରୁ ଫେରୁଥିବା ବେଳେ ଜଣେ ଯୁବକ ବାଇକ୍‌ରେ ତାଙ୍କ ପିଛା କରିଥିଲେ।  ପରେ ସେମାନଙ୍କୁ କମେଣ୍ଟ କରିଥିଲେ। ଯୁବତୀ ଓ ତାଙ୍କ ସାଙ୍ଗ  ପ୍ରତିବାଦ କରିଥିଲେ। କିନ୍ତୁ ଯୁବକ ଜଣଙ୍କ ପୁଣି ଥରେ କମେଣ୍ଟ କରିବାରୁ  ଯୁବତୀ ଜଣଙ୍କ ତାଙ୍କୁ  ମାଡ଼ ମାରିଥିଲେ। ଯୁବକ ଜଣଙ୍କ ଶେଷରେ ଭୟରେ  ଛାତ୍ରୀଙ୍କ ଗୋଡ଼ ହାତ ଧରି କ୍ଷମା ମାଗିବା ପରେ  ଯୁବତୀ ଓ ତାଙ୍କ ସାଙ୍ଗ ଯୁବକକୁ ଛାଡ଼ିଥିଲେ। ଏହି ଭିଡ଼ିଓ ନେଇ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚା ହୋଇଥିଲା।

 

 

Related story