ଆନ୍ତଃରାଜ୍ୟ ନକଲି ନୋଟ୍ କାରବାର ରାକେଟ୍‌ର ଜଣେ ସଦସ୍ୟ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ୍‌ ଏକ ଆନ୍ତଃରାଜ୍ୟ ନକଲି ନୋଟ୍ କାରବାର ରାକେଟ୍‌ର ଜଣେ ସଦସ୍ୟକୁ ଗିରଫ କରିଛି। ତା’ ନାଁ ଅମରଜିତ୍ ସାହାଣୀ (୩୦)। ତା’ ଘର ବିହାରର ବେଗୁସରାଇ ଜିଲ୍ଲାର ପବରା ଗାଁରେ। ଅମରଜିତକୁ ବିହାର ପୋଲିସ୍ ପଳାତକ ଘୋଷଣା କରିଥିଲା। ତାକୁ ଆଜି ବିହାର ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିବା ଯାଜପୁର ଏସ୍‌ପି ଅନୁପ ସାହୁ କହିଛନ୍ତି। ବିହାର ପୋଲିସ୍‌ ଅମରଜିତକୁ ଗିରଫ କରିବାକୁ ଖୋଜୁଥିବା ବେଳେ ସେ ୪ ମାସ ହେବ ଯାଜପୁର […]

racket

racket

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 06:01 PM IST

Sports

Latest News

racketଯାଜପୁର: ଯାଜପୁର ଜିଲ୍ଲା ପୋଲିସ୍‌ ଏକ ଆନ୍ତଃରାଜ୍ୟ ନକଲି ନୋଟ୍ କାରବାର ରାକେଟ୍‌ର ଜଣେ ସଦସ୍ୟକୁ ଗିରଫ କରିଛି। ତା’ ନାଁ ଅମରଜିତ୍ ସାହାଣୀ (୩୦)। ତା’ ଘର ବିହାରର ବେଗୁସରାଇ ଜିଲ୍ଲାର ପବରା ଗାଁରେ। ଅମରଜିତକୁ ବିହାର ପୋଲିସ୍ ପଳାତକ ଘୋଷଣା କରିଥିଲା। ତାକୁ ଆଜି ବିହାର ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିବା ଯାଜପୁର ଏସ୍‌ପି ଅନୁପ ସାହୁ କହିଛନ୍ତି।

ବିହାର ପୋଲିସ୍‌ ଅମରଜିତକୁ ଗିରଫ କରିବାକୁ ଖୋଜୁଥିବା ବେଳେ ସେ ୪ ମାସ ହେବ ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଡୋଲିପୁରରେ ଏକ ଘରେ ରହୁଥିଲା। ସେ ସେଠାରେ ଜଣେ ଗୁପଚୁପ୍ ବିକାଳି ଭାବେ ରହୁଥିଲା। ରାଜ୍ୟ ଗୁଇନ୍ଦା ବିଭାଗ ଏ ସଂପର୍କରେ ଖବର ଦେବା ପରେ ଗତ ଦୁଇ ମାସ ହେବ ଯାଜପୁର ପୋଲିସ୍ ତା’ଉପରେ ନଜର ରଖିଥିଲା। ଠୋସ୍ ପ୍ରମାଣ ପାଇବା ପରେ ତାକୁ ଗିରଫ କରାଯାଇ ବିହାରରୁ ଆସିଥିବା ପୋଲିସ୍‌ ଟିମ୍‌କୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story