ଯାଜପୁର: ପାନାସିଆ ନିକଟରୁ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଅଞ୍ଚଳରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକା ସହ ଦୁଷ୍କର୍ମ କରାଯାଇ ତାକୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ରବିବାର ସନ୍ଧ୍ୟାରେ ପନାସିଆ ଗାଁ ଦେଇ ଯାଇଥିବା ଏକ ରେଳ ଧାରଣା ନିକଟରୁ ସ୍ଥାନୀୟ ଲୋକେ ଏକ ୫ରୁ୬ ବର୍ଷର ନାବାଳିକା କ୍ଷତାକ୍ତ ହୋଇ ପଡ଼ିଥିବା ଦେଖିଥିଲେ। ପରେ ପୋଲିସକୁ ଖବର ଦେବା ପରେ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ […]

jajpur nabalika

jajpur nabalika

Rakesh Mallick
  • Published: Sunday, 03 January 2016
  • Updated: 04 January 2016, 03:46 AM IST

Sports

Latest News

ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଅଞ୍ଚଳରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକା ସହ ଦୁଷ୍କର୍ମ କରାଯାଇ ତାକୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ରବିବାର ସନ୍ଧ୍ୟାରେ ପନାସିଆ ଗାଁ ଦେଇ ଯାଇଥିବା ଏକ ରେଳ ଧାରଣା ନିକଟରୁ ସ୍ଥାନୀୟ ଲୋକେ ଏକ ୫ରୁ୬ ବର୍ଷର ନାବାଳିକା କ୍ଷତାକ୍ତ ହୋଇ ପଡ଼ିଥିବା ଦେଖିଥିଲେ। ପରେ ପୋଲିସକୁ ଖବର ଦେବା ପରେ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।  ଯାଜପୁର ଏସଡିପିଓ ଏବଂ ଯାଜପୁର ରୋଡ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ମୃତ ନାବାଳିକାର ଶରୀରର ଉପରାର୍ଦ୍ଧରେ କ୍ଷତ ଥିବା ଡାକ୍ତର କହିଛନ୍ତି। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଯାଜପୁର ରୋଡ ଥାନା ଆଇଆଇସି ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story