ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ଋଣ ନେବା ଅଭିଯୋଗ: ଚାକିରିରୁ ବରଖାସ୍ତ ହୋଇପାରନ୍ତି ଇଡକୋର ୨୮ କର୍ମଚାରୀ

ଭୁବନେଶ୍ୱର: ଚଞ୍ଚକତା ଓ ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ଦେଢ କୋଟି ଟଙ୍କ। ଋଣ ନେବା ଅଭିଯୋଗରେ ଚାକିରିରୁ ଇଡ଼କୋର ୨୮ ଜଣ କର୍ମଚାରୀ ବରଖଶସ୍ତ ହୋଇପାରନ୍ତି । ଏମାନଙ୍କୁ ବରଖାସ୍ତ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେପଟେ ଭିଜିଲାନ୍ସ ବିଭାଗ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ବିଭାଗୀୟ ତଦନ୍ତରୁ ଏମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ ନୋଟିସ୍ ଜାରି କରାଯାଇଛି। ଅଭିଯୋଗ ଅନୁସାରେ, ଇଡ଼କୋର ୩୬ ଜଣ କର୍ମଚାରୀ […]

idco

idco

Rakesh Mallick
  • Published: Friday, 06 November 2015
  • Updated: 06 November 2015, 02:55 PM IST

Sports

Latest News

ଭୁବନେଶ୍ୱର: ଚଞ୍ଚକତା ଓ ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ଦେଢ କୋଟି ଟଙ୍କ। ଋଣ ନେବା ଅଭିଯୋଗରେ ଚାକିରିରୁ ଇଡ଼କୋର ୨୮ ଜଣ କର୍ମଚାରୀ ବରଖଶସ୍ତ ହୋଇପାରନ୍ତି । ଏମାନଙ୍କୁ ବରଖାସ୍ତ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେପଟେ ଭିଜିଲାନ୍ସ ବିଭାଗ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ବିଭାଗୀୟ ତଦନ୍ତରୁ ଏମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ ନୋଟିସ୍ ଜାରି କରାଯାଇଛି।

ଅଭିଯୋଗ ଅନୁସାରେ, ଇଡ଼କୋର ୩୬ ଜଣ କର୍ମଚାରୀ ଋଣ ପାଇଁ ଭୁବନେଶ୍ୱର ଓଡ଼ିଶା ଷ୍ଟେଟ କୋଅପରେଟିଭ୍ ବ୍ୟାଙ୍କରେ ଆବେଦନ କରିଥିଲେ। ତେବେ ଏଥିପାଇଁ ଅବଶ୍ୟକ ସାଲେରୀ ସାର୍ଟିପିକେଟ, ସୁପାରିସ୍ ଚିଠି, ଡ଼ିଡ଼ିଓଙ୍କ ଅଣ୍ଡରଟେକିଂ, ଗ୍ୟାରେଣ୍ଟଙ୍କ ଦସ୍ତଖତ ଓ ସିଲ୍ ସବୁ ଜାଲ୍ କରି ବ୍ୟାଙ୍କରେ ଦାଖଲ କରିଥିଲେ। ସେତେବେଳେ ଇଡ଼କୋ ସିଏମଡି ଥିବା ପ୍ରିୟବ୍ରତ ପଟ୍ଟନାୟକଙ୍କର ଦସ୍ତଖତକୁ ମଧ୍ୟ ଏମାନେ ଜାଲ୍ କରିଥିଲେ। ଏପରି କି ତଦନ୍ତ ସମୟରେ ଜାଲ୍ ଲୋକଙ୍କୁ ଇଡକୋ ଡ଼ିଡ଼ିଓ ଓ ଜିଏମ୍ ଫ।ଇନାନ୍ସ ଦର୍ଶାଇ ସେମାନଙ୍କ ଚାମ୍ୱରରରେ ବସାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଓଡ଼ିଶା ସମବାୟ ବ୍ୟାଙ୍କ ଏମଡି ତୁଷାର କାନ୍ତ ପଣ୍ଡା କହିଛନ୍ତି ସର୍ଭିସ ରୁଲର ଖିଲାଫ କରିଥିବାରୁ ଏହି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଋଣ ମଞ୍ଜୁର କରିଥିବା ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲି ଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story