ଜଳେଶ୍ୱର: ଟିକସ ଫାଙ୍କି ଅଭିଯୋଗରେ ଦୁଇ ବ୍ୟବସାୟୀଙ୍କ ଗୋଦାମ ଘରେ ଭିଜିଲାନ୍ସ ଚଢାଉ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଦୁଇଜଣ ବ୍ୟବସାୟୀଙ୍କ ଦୋକନରେ ଆଜି ଭିଜିଲାନ୍ସ ବିଭାଗର ସେଲଟ୍ୟାକ୍ସ ଶାଖା ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ରାମଜସ ପ୍ରସାଦଙ୍କ ଦୋକାନ ସମେତ ୬ଟି ଗୋଦାମ ଓ ନନ୍ଦଲାଲ ପ୍ରସାଦଙ୍କ ଦୋକାନ ଓ ଗୋଟିଏ ଗୋଦମରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବହୁ ପରିମାଣରେ ତେଲ, ଘିଅ ଓ ଡାଲି ଗୋଦାମରେ ମହଜୁଦ୍ ଥିବା ଜଣାପଡିଛି। ଚଢାଉ ସମୟରେ ଗୋଦାମରେ ମାଲ ଅନଲଡ କରୁଥିବା ଦୁଇଟି ଗାଡିକୁ ଅଟକ […]

tax

tax

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 10:30 AM IST

Sports

Latest News

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଦୁଇଜଣ ବ୍ୟବସାୟୀଙ୍କ ଦୋକନରେ ଆଜି ଭିଜିଲାନ୍ସ ବିଭାଗର ସେଲଟ୍ୟାକ୍ସ ଶାଖା ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ରାମଜସ ପ୍ରସାଦଙ୍କ ଦୋକାନ ସମେତ ୬ଟି ଗୋଦାମ ଓ ନନ୍ଦଲାଲ ପ୍ରସାଦଙ୍କ ଦୋକାନ ଓ ଗୋଟିଏ ଗୋଦମରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବହୁ ପରିମାଣରେ ତେଲ, ଘିଅ ଓ ଡାଲି ଗୋଦାମରେ ମହଜୁଦ୍ ଥିବା ଜଣାପଡିଛି। ଚଢାଉ ସମୟରେ ଗୋଦାମରେ ମାଲ ଅନଲଡ କରୁଥିବା ଦୁଇଟି ଗାଡିକୁ ଅଟକ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos