ଏସ୍‌ସିଏସ୍‌ଟି ପିଲାଙ୍କୁ ଟ୍ରେନିଂ ନାଁରେ ଠକେଇ:ସଫଦରଜଙ୍ଗସ୍ଥିତ ହସ୍ପିଟାଲରୁ ମୁଖ୍ୟ ଅଭିଯୁକ୍ତ ଜୟଦୀପ ନାୟକ ଫେରାର

ଭୁବନେଶ୍ୱର:ଏସ୍‌ସି ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ଜୟଦୀପ ନାୟକ ଏବେ କେଉଁଠି ଅଛନ୍ତି ତାହାର ପତ୍ତା ମିଳୁନାହିଁ। ଗତ ୧୮ ତାରିଖରୁ ଗୋଡରେ ଲିଗାମେଣ୍ଟ ସର୍ଜରୀ ପାଇଁ  ଦିଲ୍ଲୀର ସଫଦରଜଙ୍ଗସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୟଦୀପ ଗତକାଲି  ସକାଳୁ ଡିସ୍‌ଚାର୍ଜ ହୋଇ ସାରିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଗିରଫଦାରୀ ଏଡେଇବାକୁ ଜୟଦୀପ ଉଦ୍ୟମ କରୁଥବା ଚର୍ଚ୍ଚା ହେଉଛି। […]

jaydeep-nayak-ips

jaydeep-nayak-ips

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 09:50 PM IST

ଭୁବନେଶ୍ୱର:ଏସ୍‌ସି ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ଜୟଦୀପ ନାୟକ ଏବେ କେଉଁଠି ଅଛନ୍ତି ତାହାର ପତ୍ତା ମିଳୁନାହିଁ। ଗତ ୧୮ ତାରିଖରୁ ଗୋଡରେ ଲିଗାମେଣ୍ଟ ସର୍ଜରୀ ପାଇଁ  ଦିଲ୍ଲୀର ସଫଦରଜଙ୍ଗସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୟଦୀପ ଗତକାଲି  ସକାଳୁ ଡିସ୍‌ଚାର୍ଜ ହୋଇ ସାରିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଗିରଫଦାରୀ ଏଡେଇବାକୁ ଜୟଦୀପ ଉଦ୍ୟମ କରୁଥବା ଚର୍ଚ୍ଚା ହେଉଛି। ସେଠାକାର ଡାକ୍ତର ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି।

ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,“ ଜୟଦୀପ ଜଣେ ସରକାରୀ କର୍ମଚାରୀ। ତେଣୁ ସେ ଖସି ପାରିବେ ନାହିଁ। ଯେହେତୁ ସେ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ତେଣୁ ତାଙ୍କ ବିରୋଧରେ ପୋଲିସ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେଥିରେ ସନ୍ଦେହ ନାହିଁ।”

ଜୟଦୀପଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଓଟିଭି ତରଫରୁ ତ୍ରିପୁରା ପୋଲିସ ସହ ଯୋଗାଯୋଗ କରାଯାଇଥିଲା। ସେଠାରୁ ଆସିଥିବା ସୂଚନା ଅନୁସାରେ ସେ ଓଡ଼ିଶାରୁ ତ୍ରିପୁରାକୁ ଡେପୁଟେସନରେ ଯିବା ପରେ ତାକୁ ତ୍ରିପୁରା ପୋଲିସର ସିଭିଲ୍‌ ଡିପାର୍ଟମେଣ୍ଟରେ ପୋଷ୍ଟିଂ ଦିଆଯାଇଥିଲେ ମଧ୍ୟ ସେ କାମ କରି ନ ଥିଲେ। ତେଣୁ ତାଙ୍କ ସମ୍ପର୍କରେ ତ୍ରିପୁରା ପୋଲିସ ଡିଜି କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story