ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା: ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ, ହୃଦଘାତ ଯୋଗୁଁ ହୋଇଛି ମୃତ୍ୟୁ

ଭୁବନେଶ୍ୱର: ଝାରପଡ଼ା ଜେଲରେ ଗତ ମଙ୍ଗଳବାର ପ୍ରାଣ ହରାଇଥିବା ବେଣୁଧର ଜେନା ନାମକ ଜଣେ ବିଚାରାଧୀନ କଏଦୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ରବିବାର ପୋଲିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଣୁଧର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ତାଙ୍କ ମୃତ୍ୟୁ ପରେ ଜେଲରେ ଅଶାନ୍ତି ଦେଖାଯାଇଥିଲା। ସେହିପରି ବେଣୁଧରଙ୍କ ପୁତୁରା ସଂଜୟ ଜେନା ଅଭିଯୋଗ କରିଥିଲେ ଯେ ମୃତ୍ୟୁ ପୂର୍ବରୁ ୩ ଦିନ […]

jharapadajail

jharapadajail

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 05:38 AM IST

Sports

Latest News

ଭୁବନେଶ୍ୱର: ଝାରପଡ଼ା ଜେଲରେ ଗତ ମଙ୍ଗଳବାର ପ୍ରାଣ ହରାଇଥିବା ବେଣୁଧର ଜେନା ନାମକ ଜଣେ ବିଚାରାଧୀନ କଏଦୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ରବିବାର ପୋଲିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବେଣୁଧର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ତାଙ୍କ ମୃତ୍ୟୁ ପରେ ଜେଲରେ ଅଶାନ୍ତି ଦେଖାଯାଇଥିଲା। ସେହିପରି ବେଣୁଧରଙ୍କ ପୁତୁରା ସଂଜୟ ଜେନା ଅଭିଯୋଗ କରିଥିଲେ ଯେ ମୃତ୍ୟୁ ପୂର୍ବରୁ ୩ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଠିକଣା ଚିକିତ୍ସା ଯୋଗାଇ ଦେଇ ନ ଥିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story