ଝାରପଡା ଜେଲରେ କଏଦୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏସଡିଜେଏମ୍ ଜେଲରେ ପଚରାଉଚରା କରିଛନ୍ତି। ପୋଷ୍ଟ ମୋର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ତଦନ୍ତ ହେବ। ସେହିପରି ଜେଲ ସୁପରିଟେଣ୍ଡେଣ୍ଟ, ଜେଲ ଡାକ୍ତର ଓ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚରା ଉଚରା କରାଯିବ। ରିପୋର୍ଟ ଆସିବା ପରେ ଜେଲର ଅବହେଳା ନେଇ ପ୍ରମାଣ ମିଳିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ ବିଭାଗର ଅତିରିକ୍ତ ଡିଜି  ସିଦ୍ଧାର୍ଥ ନର୍ଭେନ୍ ସୂଚନା […]

jharapada jail-death

jharapada jail-death

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 01:39 PM IST

Sports

Latest News

ଭୁବନେଶ୍ୱର: ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏସଡିଜେଏମ୍ ଜେଲରେ ପଚରାଉଚରା କରିଛନ୍ତି। ପୋଷ୍ଟ ମୋର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ତଦନ୍ତ ହେବ। ସେହିପରି ଜେଲ ସୁପରିଟେଣ୍ଡେଣ୍ଟ, ଜେଲ ଡାକ୍ତର ଓ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚରା ଉଚରା କରାଯିବ। ରିପୋର୍ଟ ଆସିବା ପରେ ଜେଲର ଅବହେଳା ନେଇ ପ୍ରମାଣ ମିଳିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ ବିଭାଗର ଅତିରିକ୍ତ ଡିଜି  ସିଦ୍ଧାର୍ଥ ନର୍ଭେନ୍ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story